କୋଭିଡ ଟିକା ପାଇଁ ଗ୍ଲୋବାଲ ଇ ଟେଣ୍ଡର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଟିକା ପାଇଁ ଓଡିଶା ସରକାର ଗ୍ଲୋବାଲ ଇ ଟେଣ୍ଡର ଜାରି କରିଛନ୍ତି । କୋଭିଡ ଟିକା ଆମଦାନୀ ପାଇଁ ଗ୍ଲେ।।ବାଲ ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସ୍ୱାକୃତ ଟିକା ପାଇଁ ରାଜ୍ୟ ଔଷଧ ନିଗମ ବିଜ୍ଞପ୍ତି ଜାରି କରିଛି । ଚଳିତମାସ ମେ ୨୦ ତାରିଖ ଦିନ ୩ଟାରୁ…

ସିସିସିରେ ଉତ୍ତମ ବ୍ୟବସ୍ଥା ନେଇ କୋଭିଡ ଆକ୍ରାନ୍ତ ଖୁସ୍ ପରିଦର୍ଶନ କଲେ ଆଇଜି , ଜିଲ୍ଲାପାଳ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ହୋଇଥିବା କୋଭିଡ୍ କେୟାର୍ ସେଣ୍ଟରରେ ଆକ୍ରାନ୍ତଙ୍କ ଉତ୍ତମ ଚିକିତ୍ସା ସାଙ୍ଗକୁ ସବୁ ପ୍ରକାରର ସୁବ୍ୟବସ୍ଥା ଚର୍ଚ୍ଚାର ବିଷୟ ହୋଇଛି ।…

କାଳିଆ : ଚାଷୀଙ୍କ ସାହା, ମୁଖ୍ୟମନ୍ତ୍ରୀଙ୍କ ୯୨୦କୋଟି ଟଙ୍କାର ଅକ୍ଷୟତୄତୀୟା ଭେଟି

ଭୂବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ…