ଏକାମ୍ର କ୍ଷେତ୍ର ବିକାଶ କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର- ଏକାମ୍ର ଯୋଜନା ପାଇଁ ଗଠିତ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଗଠିତ କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିଟେଣ୍ଡେଂଟ୍ ସଦସ୍ୟ ରହିଛନ୍ତି । କମିଟିରେ…

ପୁଣେ: କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୧୫ ମହିଳାଙ୍କ ସମେତ ୧୭ ଜୀବନ୍ତ ଦଗ୍ଧ

ପୁଣେ: ପୁଣେ ନିକଟସ୍ଥ ଉରାୱାଡେ ଗ୍ରାମରେ ଏକ କେମିକାଲ ଫ୍ୟାକ୍ଟ୍ର୍ରିରେ ଭୟାବହ ଅଗ୍ନିକାଣ୍ଟ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି । ଏକ ମେସିନ୍‌ରେ କୌଣସି କାରଣ ଯୋଗୁଁ ବିସ୍ଫୋରଣ ଘଟିବାରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା । ଏହି ଘଟଣା ଆଜି…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ଜାତୀୟ ମିଶନରେ ପରିଣତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ଟିକା ନ ନେବା ଯାଏ କେହି ସୁରକ୍ଷିତ ନୁହନ୍ତି । ପ୍ରତ୍ୟେକ ଲୋକଙ୍କ ଜୀବନ ମୂଲ୍ୟବାନ ବୋଲି…

ରାଜ୍ୟମାନଙ୍କ ଚାପ ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା

ନୂଆଦିଲ୍ଲୀ: ରାଜ୍ୟ ମାନଙ୍କ ଚାପ ପରେ କେନ୍ଦ୍ର ସରକାର ଟିକାକରଣ ନୀତି ପୁଣିଥରେ ବଦଳାଇଛନ୍ତି । କେନ୍ଦ୍ର ଏବେ କୋଭିଡ୍‌-୧୯ ଟିକାକରଣର ସବୁ ଦାୟିତ୍ୱ ନେବ । ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗଇବ କେନ୍ଦ୍ର । ଜୁନ୍ ୨୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମଧ୍ୟ ଏବେ ମାଗଣା ଟିକା…