କୋଭିଡ୍ ଔଷଧ ମହଜୁଦ୍ ରଖିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅନଧିକୃତ ଭାବେ ‘ଫାଭିଫ୍ଲୁ’ ଭଳିି କୋଭିଡ୍ ଔଷଧ କିଣି ମହଜୁଦ୍ ରଖିବା ଓ ସେଗୁଡିକ ଲୋକଙ୍କୁ ବଣ୍ଟନ କରିବା ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସଂସ୍ଥା ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଦୋଷୀ ସାବ୍ୟସ୍ତ ହୋଇଛି । ଦିଲ୍ଲୀ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ଆଜି ହାଇକୋର୍ଟଙ୍କୁ ଏହା…

୧୦ରୁ ୧୫ ଦିନ ମଧ୍ୟରେ ହ୍ରାସ ପାଇବ ସଂକ୍ରମଣ, ମେ ୧୫-୨୪ ଯାଏଁ ଶୀର୍ଷରେ ଥିଲା କୋରୋନା : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଆଉ ୧୦ରୁ ୧୫ ଦିନ ମଧ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବ । ମେ ୧୫ରୁ ୨୫ ଯାଏ ରାଜ୍ୟରେ କୋରୋନା ସଂକ୍ରମଣ ଶୀର୍ଷରେ ଥିଲା । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୃତ୍ୟୁହାରରେ ଜାତୀୟସ୍ତରଠାରୁ ଓଡିଶାର ସ୍ଥିତି ଭଲ ରହିଛି…

ଶିକ୍ଷାବିତ, ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର-ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ ହୋଇଯାଇଛି । ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ବିଜୟଙ୍କ ଦେହାନ୍ତ ହୋଇଯାଇଛି । ସାଇ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଥିଲେ ବିଜୟ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ…

‘ସ୍ପୁଟନିକ-ଭି’ର ଉତ୍ପାଦନ ପାଇଁ ଡିସିଜିଆଇ ଠାରୁ ଅନୁମତି ଲୋଡ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଭାରତରେ ରୁଷୀୟ ଟିକା ‘ସ୍ପୁଟନିକ-ଭି’ର ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ଙ୍କ ଠାରୁ ମଞ୍ଜୁରି ଲୋଡିଛି । ସେରମ୍ ଭାରତରେ ଏବେ ‘କୋଭିଶିଲ୍ଡ’ ଟିକାର ଉତ୍ପାଦନ କରୁଛି । ଏହାଛଡ଼ା ଆଉ ଏକ କୋଭିଡ୍ ଟିକା ‘ନୋଭାଭାକ୍ସ’ର ଉତ୍ପାଦନ ଦାୟିତ୍ୱ ବି…