ରାଜ୍ୟରେ ୮ ହଜାର ୭୩୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୭୩୫ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୪ ହଜାର ୮୯୨ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧ ହଜାର ୨୨୨ ଆକ୍ରାନ୍ତ । କଟକ…

ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ନନ୍ଦ ପଟ୍ଟନାୟକ । ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଛି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଭଳି ଅନେକ ଜାତୀୟ ସ୍ତରର ଫୁଟବଲ୍ ତାରକାଙ୍କୁ ସୃଷ୍ଟି କରିଥିଲେ ନନ୍ଦ…

ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବା ଟିକା ପ୍ରମାଣପତ୍ର ଜରୁରୀ

ଭୁବନେଶ୍ୱର- ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କୁ ନେଗେଟିଭ କିମ୍ବା ଟିକା ନେଇଥିବାର ରିପୋର୍ଟ ଦେଖାଇବାକୁ ପଡିବ । ୪୮ ଘଂଟା ଭିତରେ ଆରଟିପିସିଆର୍ ଟେଷ୍ଟ କରିଥିବା ଜରୁରୀ । ଯଦି ଯାତ୍ରୀଙ୍କ ରିପୋର୍ଟ ନ ଥିବ, ତାହାହେଲେ…

ଅବସର ନେଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ, ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ…