କରୋନା ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ, ଭାରତରେ ଠାବ ଷ୍ଟ୍ରେନ୍ ‘ଡେଲ୍‌ଟା’ଓ ‘କପ୍ପା’ ଭାବେ ଜଣାଯିବ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଚିହ୍ନଟ କୋଭିଡ୍‌-୧୯ ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) । ଭାରତରେ ପ୍ରଥମେ ଠାବ ହୋଇଥିବା କରୋନା ଭାରିଆଣ୍ଟ୍ ବି.୧.୬୧୭.୧କୁ ଏବେ ‘କପ୍ପା’ ଏବଂ ବି.୧.୬୧୭.୨କୁ ‘ଡେଲ୍‌ଟା’ କୁହାଯିବ । ସେହିପରି…

ଆଜିଠୁ ଦେଶରେ ବଦଳିଯିବ ସାତ ନିୟମ, ସାଧାରଣ ଲୋକଙ୍କ ବଜେଟ୍ ଉପରେ ପଡ଼ିବ ପ୍ରଭାବ, କଣ ଏହି ସବୁ ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଠାରୁ ଅର୍ଥାତ୍ ୧ ଜୁନ୍ ୨୦୨୧ରୁ ଦେଶରେ ସାତୋଟି ବଡ ପରିବର୍ତ୍ତନ ହେବ, ଯାହା ସାଧାରଣ ଲୋକଙ୍କ ବଜେଟ୍ ଉପରେ ସିଧା ପ୍ରଭାବ ପକାଇପାରେ। ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ବିମାନ ଭଡା, ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ପେମେଣ୍ଟ, ଗୁଗୁଲ୍ ଫଟୋର ଅନଲିମିଟେଡ୍ ଷ୍ଟୋରେଜ୍…

ଏପ୍ରିଲ ୯ପରେ ଭାରତରେ ସବୁଠୁ କମ୍ ମାମଲା, ଆଉ ୧.୨୭ ଲକ୍ଷ ସଂକ୍ରମିତ ଚିହ୍ନଟ, ତିନି ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । କ୍ରମାଗତ ଭାବେ ସଂକ୍ରମଣ ଖସୁଛି । ଗତ ୨୪ ଘଣ୍ଟାରେ ଆଉ ମାତ୍ର ୧ ଲକ୍ଷ ୨୭ ହଜାର ୫୧୦ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୯ ପରେ ଭାରତରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଦିନ ଦେଶରେ ୧ ଲକ୍ଷ ୨୬…

ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର- ବିଶିଷ୍ଟ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରୁ ବିଶ୍ୱସ୍ତରୀୟ ଫୁଟବଲ୍ କ୍ରୀଡାବିତ୍ ସୃଷ୍ଟି କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ…

କୋରୋନାରେ ରାଜ୍ୟରେ ଆଉ ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୩୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ…

ରାଜ୍ୟରେ ୮ ହଜାର ୭୩୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୭୩୫ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୪ ହଜାର ୮୯୨ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧ ହଜାର ୨୨୨ ଆକ୍ରାନ୍ତ । କଟକ…

ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ନନ୍ଦ ପଟ୍ଟନାୟକ । ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଛି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଭଳି ଅନେକ ଜାତୀୟ ସ୍ତରର ଫୁଟବଲ୍ ତାରକାଙ୍କୁ ସୃଷ୍ଟି କରିଥିଲେ ନନ୍ଦ…

ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବା ଟିକା ପ୍ରମାଣପତ୍ର ଜରୁରୀ

ଭୁବନେଶ୍ୱର- ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କୁ ନେଗେଟିଭ କିମ୍ବା ଟିକା ନେଇଥିବାର ରିପୋର୍ଟ ଦେଖାଇବାକୁ ପଡିବ । ୪୮ ଘଂଟା ଭିତରେ ଆରଟିପିସିଆର୍ ଟେଷ୍ଟ କରିଥିବା ଜରୁରୀ । ଯଦି ଯାତ୍ରୀଙ୍କ ରିପୋର୍ଟ ନ ଥିବ, ତାହାହେଲେ…