ଗମ୍ଭୀରଙ୍କ ଦ୍ୱାରା କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ଡିସିଜିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’କୁ ନିର୍ଦ୍ଦେଶ ଦେଇଛନ୍ତି ।
ରୋଗୀଙ୍କୁ କୋଭିଡ୍ ଔଷଧ ସହଜରେ ମିଳୁନଥିବା ବେଳେ ଗମ୍ଭୀର ଓ ଅନ ଦୁଇ ବ୍ୟକ୍ତି…