ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର – ତଉତକେ ପରେ ଏବେ ଆଉ ଏକ ବାତ୍ୟା ଆସିବା ଆଶଙ୍କା କରାଯାଉଛି । ବଙ୍ଗୋପ ସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୨ରୁ…

ନାରଦ ଷ୍ଟିଙ୍ଗ୍ ଏଡିଟରଙ୍କ ପ୍ରଶ୍ନ, ଶୁଭେନ୍ଦୁ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ?

ନୂଆଦିଲ୍ଲୀ: ନାରଦ ଷ୍ଟିଙ୍ଗ୍ ମାମଲାରେ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀ ଏବଂ ଜଣେ ବିଧାୟକଙ୍କ ଗିରଫଦାରୀ ନେଇ ପୁଣି ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଚାରି ବର୍ଷ ପୁରୁଣା ମାମଲାରେ ସିବିଆଇ ସୋମବାର ରାଜ୍ୟର ଦୁଇ ମନ୍ତ୍ରୀ…

ଲ୍ୟାଣ୍ଡଫଲ୍ ପରେ ‘ତୌକତେ’ ଦୁର୍ବଳ, ଗୁଜରାଟରେ ୪ ମୃତ

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତୌକତେ’ ସୋମବାର ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ପରେ ଏହି ସାମୁଦ୍ରିକ ଝଡ଼ର ତୀବ୍ରତା ହ୍ରାସ ପାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ…

ଲୋକଙ୍କୁ ଘରେ ମିଳିବ କୋଭିଡ ଟିକା, ରାଉରକେଲାରେ ଗଡିଲା ସଂଜୀବନି ରଥ

ରାଉରକେଲା – ଇସ୍ପାତ ନଗରୀରେ ଆଜିଠାରୁ ଗଡିଲା ସଂଜୀବନୀ ରଥ । କୋଭିଡ ଟିକା ପାଇଁ କଲ୍ କଲେ ଘରେ ପହଂଚିବ ଏହି ରଥ । କେବଳ ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ମିଳିବ ଏହି ସୁବିଧା । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଏହି ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଶିବସୁନ୍ଦରଙ୍କୁ ଶୁଭେଚ୍ଛାର ସୁଅ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାର ପୂର୍ବତନ ଟେଷ୍ଟ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି କରିଛି ବିସିସିଆଇ । ଶିବସୁନ୍ଦରଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ…