ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ
ପାଣାଜୀ: ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସପିଟାଲ (ଜିଏମସିଏଚ)ରେ ପୁଣି କୋଭିଡ୍ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୧ଟାରୁ ସକାଳ ୬ଟା ମଧ୍ୟରେ ଆଉ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଚାରି ଦିନରେ…