ଭାରତକୁ ଆଗୁଆ ଖୋଲି ଦିଆଗଲା: ଫୌସି
ୱାଶିଂଟନ: କରୋନା ପଳାଇଲା ବୋଲି ଭାବି ଭାରତକୁ ଅତିଶୀଘ୍ର ଖୋଲି ଦିଆଗଲା ଏବଂ ସବୁ କୋଭିଡ୍ କଟକଣା କୋହଳ କରିଦିଆଗଲା । ଫଳ ସ୍ୱରୂପ ଦେଶ ଆଜି ମହାସଙ୍କଟରେ ଫସିଛି ବୋଲି ପ୍ରସିଦ୍ଧ ମହାମାରୀ ବିଶେଷଜ୍ଞ ତଥା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଆନ୍ଥୋନୀ ଫୌସି…