ଆଉ ୨୨ କେରୋନା ରୋଗୀଙ୍କ ମୃତ୍ୟୁ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୩୫

ଭୁବନେଶ୍ୱର- କୋରୋନାରେ ରାଜ୍ୟରେ ଗତ ୨୪ ଘଂଟାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାୟଗଡା ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୁନ୍ଦରଗଡରୁ ୩ ଓ ଅନୁଗୁଳ ଜିଲ୍ଲାରୁ ୨ ଓ ପୁରୀ…

ଦିନକରେ ରାଜ୍ୟରେ ୧୦ ହଜାର ୭୫୭ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୯୭୩

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ହଜାର ୭୫୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୭୩୩ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ତାଲିକାରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ଶୀର୍ଷରେ ରହିଛି । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଆକ୍ରାନ୍ତ…

ସମନ୍ୱିତ କୋଭିଡ ମୁକାବିଲା : ଚିକିତ୍ସା ସାଂଗକୁ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ, ଭତ୍ତା ବଣ୍ଟନରୁ ବୁଲା ପଶୁଙ୍କୁ ଖାଦ୍ୟ…

ସମ୍ବଲପୁର : କରୋନାର ଦ୍ବିତୀୟ ଲହର ଭୟଙ୍କର ଭାବେ ମାଡି ଚାଲିଛି । ଗତବର୍ଷ ଠାରୁ ଏହାର ସଂକ୍ରମଣ ତୀବ୍ରତା ଅନେକ ଗୁଣ ଅଧିକ ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କ ଚିକିତ୍ସା ସାଙ୍ଗକୁ ସମଗ୍ର କୋଭିଡ୍ ମୁକାବିଲା ବର୍ତ୍ତମାନ ସମ୍ବଲପୁର ପ୍ରଶାସନ ପାଇଁ…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି

ଭୁବନେଶ୍ୱର- କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି କମିଟି ଗଠନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ୮ ଜଣିଆ କମିଟିରେ ଡିଏମଇଟି ଅଧ୍ୟକ୍ଷ ରହିଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ଆବାହକ ଅଛନ୍ତି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ…

ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍‌ପ ଡେସ୍କ ରହିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ ଓ ଘରୋଇ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସପ୍ତାହ ସାରା ହେଲ୍ପ ଡେସ୍କଗୁଡିକ ୨୪ ଘଂଟିଆ କାମ କରିବ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବରକୁ…