ଆଉ ୨୨ କେରୋନା ରୋଗୀଙ୍କ ମୃତ୍ୟୁ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୩୫

ଭୁବନେଶ୍ୱର- କୋରୋନାରେ ରାଜ୍ୟରେ ଗତ ୨୪ ଘଂଟାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାୟଗଡା ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୁନ୍ଦରଗଡରୁ ୩ ଓ ଅନୁଗୁଳ ଜିଲ୍ଲାରୁ ୨ ଓ ପୁରୀ ଜିଲ୍ଲାରୁ ଜଣେ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୩୫କୁ ବୃଦ୍ଧି ହୋଇଛି ।

Comments are closed.