ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସିଙ୍କ ବୈଠକ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କ ସହ ଆଲୋଚନା
ଭୁବନେଶ୍ୱର- ଉତ୍ତର ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି । ପରେ ଏହି ଲଘୁଚାପ ଏହି ମାସ ୨୫ ସୁଦ୍ଧା ବାତ୍ୟାରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି ।
ସମ୍ଭାବ୍ୟ ବାତ୍ୟା ଓଡିଶାର ଉତ୍ତରପକୂଳକୁ ମେ ପ୍ରଭାବିତ…