ପୁଳା ପୁଳା ଟଙ୍କା ମିଳିବା ପରେ ବୈପାରିଗୁଡା ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ବୈପାରିଗୁଡ଼ା - ଗିରଫ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ପୁଳା ପୁଳା ଆୟ ବହିର୍ଭୂତ ନଗଦ ଟଙ୍କା ଜବତ ହେଲା ପରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ।ସୁଶାନ୍ତଙ୍କ ନିକଟରୁ ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କର କଟକ ବକ୍ସିବଜାର ଘରୁ ୨୯ ଲକ୍ଷ ୭୭ ହଜାର…

ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ

ପୁରୀ - ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ସ୍କାନିଂ ଶେଷ ହୋଇଛି । ରତ୍ନଭଣ୍ଡାର ବାହାର କାନ୍ଥର ସ୍କାନିଂ ଶେଷ ହୋଇଛି । ଅମୁହାଁ ଦେଉଳ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ଡକ୍ୟୁମେଣ୍ଟେସନ୍ ହୋଇଛି । ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଛି ବୋଲି ସୂଚନା ରହିଛି ।…

ସମ୍ଭାବ୍ୟ ବାତ୍ୟା: ଡିସେମ୍ବର ପହିଲାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ପରାମର୍ଶ

ଭୁବନେଶ୍ୱର - ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର - ଏସଆରସିଙ୍କ ପକ୍ଷରୁ ସତର୍କ କରାଯାଇଛି। ଡିସେମ୍ବର ପହିଲାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବା…