କୋରୋନାରେ ଆଖି ବୁଜିଲେ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା

ରିଷିକେଶ– ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ରିଷିକେଶ ଏମସରେ ଗତ ୧୦ ଦିନ ଧରି ଚିକିତ୍ସାଧୀନ ଥିଲେ । ହିମାଳୟ ପାର୍ବତ୍ୟାଂଚଳର ଜଙ୍ଗଲର ସଂରକ୍ଷଣ ପାଇଁ ସେ ଆନ୍ଦୋଳନ ଚଳାଇଥିଲେ । ୧୯୭୦ ଦଶକରେ…

ଓଡିଶା ଯୋଗାଇ ସାରିଲାଣି ୧୮୪୬୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ୍ ଅକ୍ସିଜେନ

ଭୁବନେଶ୍ୱର- କୋରୋନା ସଂକଟ ସମୟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡିଶା । ଏଯାବତ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଓଡିଶା ପଠାଇ ସାରିଲାଣି ଅକ୍ସିଜେନ୍‌ର ୧୦୦୫ ଟ୍ୟାଙ୍କର ଓ କଂଟେନର୍ । ମୋଟ ୧୮୪୬୦ ଦଶମିକ ୫୭୬ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ ପଠାଇସାରିଛି…

ନାରଦ ସ୍କାମ୍‌: ଚାରି ଟିଏମ୍‌ସି ନେତାଙ୍କୁ ଗୃହବନ୍ଦୀ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ନାରଦ ସ୍କାମ୍‌ରେ ନିକଟରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଚାରି ନେତାଙ୍କୁ ଗୃହବନ୍ଦୀ ରଖିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମତା ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀ ଫିରହଦ ହାକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ବ୍ୟତୀତ ଦୁଇ ବିଧାୟକ ମଦନ ମିତ୍ର ଏବଂ…

ଟେଷ୍ଟିଂ ବଢିଥିବାରୁ ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି : ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର –ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ସଂକ୍ରମଣ ସଂଖ୍ୟା ବଢିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ୮୦ ପ୍ରତିଶତ ରୋଗୀ ଏବେ ଆଇସିୟୁରେ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଭେଂଟିଲେଟରରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା…

ସମ୍ବିତ ପାତ୍ରଙ୍କ ମିଛ ଧରିଲା ଟ୍ୱିଟର, କଂଗ୍ରେସ୍ ଟୁଲ୍‌କିଟ୍ ପୋଷ୍ଟକୁ କହିଲା ବିଭ୍ରାନ୍ତିକର

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମିଛ ଧରିଛି ଟ୍ୱିଟର । ସମ୍ବିତ ପାତ୍ର ନିକଟରେ କଂଗ୍ରେସର ‘କାରୋନା ଟୁଲକିଟ୍‌’ ସମ୍ପର୍କରେ ଯେଉଁ ପୋଷ୍ଟ କରିଥିଲେ, ତାକୁ ଟ୍ୱିଟର ‘ମାନିପୁଲେଟଡ ମିଡ଼ିଆ’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଅର୍ଥାତ୍ ଏହି ପୋଷ୍ଟରେ ଯାହା ଦାବି କରାଯାଇଛି…

ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୪୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣେ ଲେଖାଏଁ ପ୍ରାଣ…

ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ଦୋଷମୁକ୍ତ

ମୁମ୍ବାଇ: ଆଠ ବର୍ଷ ତଳର ଏକ ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି । ତେଜପାଲଙ୍କ ବିରୋଧରେ ‘ତେହେଲ୍‌କା’ର ଜଣେ ମହିଳା କର୍ମଚାରୀ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ୨୦୧୩ରେ ଏକ ହୋଟେଲ ଲିଫ୍ଟରେ…

ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିପାରେ । ସାଢେ ୫ଟାରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ରାଜ୍ୟର କୋରୋନା ସ୍ଥିତି ସଂପର୍କରେ ବି…

ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା, କଟକ ଓ ଅନୁଗୁଳ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୨ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୫୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୫୧୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର…

ମହାରାଷ୍ଟ୍ର: ପୋଲିସ୍ ସହ ସଂଘର୍ଷରେ ୧୩ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ୍‌ଚିରୋଲି ଜିଲ୍ଲାରେ ପୋଲିସ୍ ସହ ସଂଘର୍ଷରେ ୧୩ ଜଣ ନକ୍ସଲ୍‌ଙ୍କ ମୃତ୍ୟୁ ହୋଇଛି । ଗଡ୍‌ଚିରୋଲି ଜିଲ୍ଲାର କୋଟ୍‌ମି ଜଙ୍ଗଲରେ ଆଜି ଭୋର୍ ୫ଟା ୩୦ ମିନିଟ୍‌ରୁ ମହାରାଷ୍ଟ୍ର ପୋଲିସ୍‌ର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ କିଛି…