ଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଆଇଏଫ୍ଏଫ୍ ସଦସ୍ୟ ଦୀପକ ଶର୍ମା ଗିରଫ

ପାଣାଜୀ: ଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୋଆ ପୋଲିସ ଶନିବାର ସର୍ବ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କୁ ଗିରଫ କରିଛି। ଭାରତୀୟ ମହିଳା ଫୁଟବଲ ଲିଗ୍ (ଆଇଡବ୍ଲୁଏଲ୍)ର ଦ୍ୱିତୀୟ ଡିଭିଜନରେ ଭାଗ ନେବାକୁ ଆସିଥିବା…