ଆମେରିକାରେ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଲାଗିବ ଫାଇଜର ଟିକା, ଅନୁମତି ଦେଲା ଏଫଡିଏ

ନ୍ୟୟୁର୍କ: କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଆମେରିକା କରୋନା ବିରୋଧୀ ଲଢେ଼ଇରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ନିୟାମକ (ଏଫଡିଏ) ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର କରୋନା ଟିକାର…

ଟୀକାକରଣ ନୀତି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ, କାର୍ଯ୍ୟପାଳିକା ଉପରେ ଭରସା ରଖ

ନୂୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ଅକ୍ସିଜେନ ଅଭାବ, ଟୀକାକରଣର ମନ୍ଥର ଗତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ମାମଲାରେ ସତ୍ୟପାଠ ଦାଖଲ କରି ଅତ୍ୟଧିକ ଉତ୍ସାହରେ ନିଷ୍ପତ୍ତି ନ ନେବାକୁ…

ଏଥର ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ – ଏଥର କୋରୋନା ଯୋଗୁଁ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନରେନ୍ଦ୍ର ପୁଷ୍କରିଣୀ ଅଂଚଳରେ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା ଜାରି କରାଯିବ । ରଥ ଅନୁକୂଳରେ କେବଳ ଶାଢି ବନ୍ଧା ରଥ ନିର୍ମାଣ ସେବକ ଯୋଗ…

କୋଭିଡ୍ ଲଢେ଼ଇ ପାଇଁ ଭାରତକୁ ୧୧୦ କୋଟି ଦାନ କଲା ଟ୍ବିଟର୍

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଅନିୟନ୍ତ୍ରିତ ଗତିରେ ବୃଦ୍ଧି ପାଉଛି । ଏଭଳି ସଙ୍ଗୀନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟ ଭାରତକୁ ୧୫ ମିଲିୟନ୍ ଡଲାର (ପ୍ରାୟ ୧୧୦ କୋଟି) ସହାୟତା ରାଶି ପ୍ରଦାନ କରିଛି। ଭାରତ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀର…

ବିଜେତାଙ୍କ ସଂଘର୍ଷର କାହାଣୀ

ଲେଖକ : ପ୍ରତିଭା ନେପାକ କରୋନା ଦ୍ବିତୀୟ ଲହରୀ ପ୍ରଥମ ପର୍ଯ୍ୟାୟରୁ ଅଧିକ ମାରାତ୍ମକ । ଅଧିକ ଶୀଘ୍ର ବ୍ୟାପୁଛି, ଶୀଘ୍ର ରୋଗୀଙ୍କ ଅବସ୍ଥା ଗୁରୁତର କରି ପକାଉଛି । ଯଦିଓ ଏହା ଭିନ୍ନ ଭିନ୍ନ ରୂପ (ମ୍ୟୁଟାଣ୍ଟ ବା ଷ୍ଟ୍ରେନ୍ ଆକାର)ରେ ଅଧିକ ସାଂଘାତିକ ବ୍ୟାପୁଛି, ହେଲେ ଏହାକୁ ମଧ୍ୟ ମାତ୍…