୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ଟିକା ନେବାକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ୁଥିବା ବେଳେ କେନ୍ଦ୍ର ଏହାର ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କୋଭିଡ୍-୧୯ ଟିକା ନେବାକୁ କହିଛି ।
ଏ ସମ୍ପର୍କିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସବୁ ଯୋଗ୍ୟ ସରକାରୀ…