ପୁଲୱାମାରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ପୁଲୱାମା – ପୁଲୱାମାର କାକାପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଛନ୍ତି । ଏହି ସ୍ଥାନରେ ଲୁଚିଥିବା ତିନି ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଚାରିଆଡୁ ଘେରି ଅପରେସନ ଆରମ୍ଭ କରିଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ଏଥିରେ ଜଣେ…

କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଫୁଲବାଣୀ-ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ବି ଗସ୍ତରେ ସାମିଲ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ପ୍ରଶାସନ ସହ…

ନୁଆଁ ଆର୍ଥିକ ବର୍ଷ ଆରମ୍ଭରୁ ଚାଷୀ କଲ୍ୟାଣକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ କାଳିଆ ରୁ କାମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର 34ଲଷ ରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ 693.94 କୋଟି ଟଙ୍କା ରଵି ରୁତୁ ପାଇଁ ଜମା କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ କରି…

ଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ

ସମ୍ବଲପୁର: ସମସ୍ତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଏହି ଖୁସି ଖବର ପାଇବା ପରେ ସରକାରୀ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟେ ଏକ ଖୁସି ର…

ଗଞ୍ଜାମ: କଟକଣାକୁ ଅଣଦେଖା- ମହାମାରୀ ପଡ଼ିବ ଭାରୀ

ସାଧାରଣତଃ ଓଡ଼ିଶା ବା ଗଞ୍ଜାମରେ ଚୈତ୍ର ମାସରେ ଅପେକ୍ଷାକୃତ ଅଧିକ ଯାନିଯାତ୍ରା ଆୟୋଜିତ ହୁଏ । ଦେବୀ ପୀଠମାନଙ୍କରେ ଚୈତ୍ର ମଙ୍ଗଳବାର ଯାତ୍ରା ହେଉ ବା ଗାଁ ଠାକୁରାଣୀ ଯାତ୍ରା, ରେଶମ ସହରର ପ୍ରସିଦ୍ଧ ଦ୍ବିବାର୍ଷିକ ବୁଢ଼ି ଠାକୁରାଣୀ ଯାତ୍ରା ଅଥବା ଲାଞ୍ଜିପଲ୍ଲୀର ତାରାଦେବୀ ଯାତ୍ରା, ପୁଣି…