ଉତ୍କଳ ଦିବସରେ ୩୦ ଫୁଟ ଓଡ଼ିଶା ସ୍କ୍ରାପ୍ ମ୍ୟାପ୍ ଲୋକାର୍ପିତ

ବ୍ରହ୍ମପୁର: ପ୍ରଥମେ ୩୦ ଫୁଟ ତ୍ରିରଙ୍ଗା ଚିହ୍ନିତ ଭାରତ ମାନଚିତ୍ର, ଆଉ ଉତ୍କଳ ଦିବସରେ ୩୦ ଫୁଟ ଉଚ୍ଚ ଓଡ଼ିଶା ମାନଚିତ୍ରକୁ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀଗଣ । ଅଟୋ ମୋବାଇଲ୍ ବର୍ଜ୍ୟବସ୍ତୁ (ସ୍କ୍ରାପ୍) ସାଙ୍ଗକୁ ଭଙ୍ଗା କୋଠାର ଅବ୍ୟବହୃତ ଲୁହା ଛଡ଼କୁ…

ନନ୍ଦିଗ୍ରାମରେ ଟିଏମସି-ବିଜେପି ସମର୍ଥକଙ୍କ ମଧ୍ୟରେ ହାତାହାତି, ପୋଲିଂ ବୁଥରୁ ରାଜ୍ୟପାଳଙ୍କୁ ଫୋନ୍ କଲେ ମମତା

ନନ୍ଦିଗ୍ରାମ - ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମ ରଣକ୍ଷେତ୍ର ପାଲଟିଛି। ମମତା ବାନାର୍ଜୀ ଏଠାରେ ଏକ ମତଦାନ ବୁଥରେ ପହଞ୍ଚିବା ମାତ୍ରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ମମତା ପୋଲିଂ ବୁଥ୍…

ଡିଏମ୍‌କେ ସାଂସଦ ଏ.ରାଜାଙ୍କୁ ପ୍ରଚାରରୁ ବାସନ୍ଦ କଲେ ନିର୍ବାଚନ କମିଶନ

ଚେନ୍ନାଇ – ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପାଲାନିସ୍ୱାମୀଙ୍କ ମାଆଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିବା ଡିଏମ୍‌କେ ସାଂସଦ ଏ.ରାଜାଙ୍କୁ ମହଙ୍ଗା ପଡିଛି । ରାଜାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନିର୍ବାଚନ କମିଶନ ତାଙ୍କୁ ପ୍ରଚାରରୁ ୪୮ ଘଣ୍ଟା ପର୍ଯ୍ୟନ୍ତ…

ଏପ୍ରିଲରେ ଛୁଟିଦିନରେ ବି ଦିଆଯିବ ଟିକା

ନୂଆଦିଲ୍ଲୀ – ଦେଶରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୪୫ ତଥା ତା’ଠାରୁ ଊର୍ଦ୍ଧ୍ୱ ବୟସ୍କ ସବୁ ଲୋକଙ୍କୁ ଟିକା ଲଗାଯିବ । ତେବେ କରୋନା ମାମଲା ମଧ୍ୟ ବଢ଼ୁଥିବାରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିକାକରଣକୁ ତ୍ୱରାନ୍ୱିତ କରିବା…