ସୁପ୍ରିମକୋର୍ଟରେ ଦାୟର ପିଟିସନ୍ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ କୋଭିଡ୍ ସହ ଜଡିତ ଅନେକ ଆବେଦନ ଉପରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଶୁଣାଣି ଚାଲିଛି । ଏ ସମ୍ବନ୍ଧରେ ପୁଣି ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାୟର କରାଯାଇଛି । ଏଥିରେ ଦାବି କରଯାଇଛି ଯେ, କୋଭିଡ୍-୧୯…