ସଂକ୍ରମଣରେ ଭାରତର ପୁଣି ଅଲୋଡ଼ା ରେକର୍ଡ, ଦିନକରେ ୩.୩୨ ଲକ୍ଷ ମାମଲା, ୨୨୬୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ - ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣର ଭୟାବହ ବେଗ ଜାରି ରହିଛି । ଦୈନିକ ସଂକ୍ରମଣରେ ଭାରତ ପୁଣି ଥରେ ଅଲୋଡ଼ା ବିଶ୍ୱ ରେକର୍ଡ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩୨,୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ…

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାରସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବିରାର ପଶ୍ଚିମସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିରାର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ ଏହି…

ବିଶାଖାପାଟଣା ଠାରୁ ମହାରଷ୍ଟ୍ରକୁ ଭରାଯାଇଥିବା ପ୍ରଥମ “ଅକ୍ସିଜେନ୍ ଏକ୍ସପ୍ରେସ୍” ଟ୍ରେନ୍ ଛାଡିଲା

ବିଶାଖାପାଟଣା:  ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ…

Newsroom: Morning Headlines

14-Days Quarantine Mandatory for Persons Coming from WB: Odisha Chef Secy CMC Starts 24×7 COVID-19 Helpline in Cuttack Uddhav Thackeray Thanks Odisha CM Naveen Patnaik for Logistics for Oxygen Supply to Maharashtra Odisha CM…

ନୂଆ ଟ୍ରିପଲ୍ ମ୍ୟୁଟାଂଟ୍ ଭାଇରସର ଭୟ : ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ୧୪ ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ,…

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ପଶ୍ଚିମବଙ୍ଗରେ କୋରୋନା ଭାଇରସର୍ ଏକ ନୂଆ ଟ୍ରିପଲ ମ୍ୟୁଟାଂଟ୍ ମିଳିଥିବାରୁ ସେଠାରୁ ଓଡିଶା ପାଇଁ ବିପଦ ରହିଛି । ଏ ପରିପ୍ରେକ୍ଷୀରେ ଏଣିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧରେ ରହିବା…