ରାଜ୍ୟରେ ୨୪ ଘଂଟାରେ ୫୦ ହଜାର ୯୭୯ କୋଭିଡ ଟେଷ୍ଟିଂ, ଗଂଜାମରେ ସର୍ବାଧିକ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ମୋଟ ୫୦ ହଜାର ୯୭୯ କୋଭିଡ ଟେଷ୍ଟିଂ କରାଯାଇଛି । ଏଥିମଧ୍ୟରୁ ୭ ହଜାର ୬୦୬ ଆରଟିପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ୪୩ ହଜାର ୨୧୩ ଜଣଙ୍କ ଆଂଟିଜେନ ଟେଷ୍ଟ ହୋଇଛି । ଟ୍ରୁନାଟ ଟେଷ୍ଟ ସଂଖ୍ୟା ହେଉଛି ୧୬୦ । ଗଂଜାମ ଜିଲ୍ଲାରେ ସର୍ବାଧିକ ୫ ହଜାର ୨୮୦ ଟେଷ୍ଟ କରାଯାଇଛି ।

Comments are closed.