Odiaପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ପାଇଁ ଆଜିଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା
ଭୁବନେଶ୍ବର -୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ପାଇଁ ଆଜିଠାରୁ ଅନଲାଇନ ଆବେଦନ ଆରମ୍ଭ ହେଉଛି। ଅନଲାଇନ ଆବେଦନର ସମୟସୀମା ଚଳିତମାସ ୩୧ ତାରିଖ ଯାଏଁ ରହିଛି । ଛାତ୍ରଛାତ୍ରୀମାନେ www.scholarship.odisha.gov.in କମନ୍ ସ୍କଲାରସିପ୍ ପୋର୍ଟାଲରେ ଅନ୍ଲାଇନ୍ରେ ଆବେଦନ କରିପାରିବେ । ସୂଚନାଯୋଗ୍ୟ ଯେ, ଉଚ୍ଚଶିକ୍ଷା ନିମନ୍ତେ କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି । କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି [...]
Odiaସ୍ୱାଭିମାନ ଅଞ୍ଚଳରେ ବିକାଶର ନୂଆ ଯୁଗ : ଆକାଶପଥରେ ଯୋଡି ହେବ ମାଲକାନଗିରି, ମୁଖ୍ୟମନ୍ତ୍ରୀ କରିବେ ବିମାନବନ୍ଦରର ଲୋକାର୍ପଣ
ଭୁବନେଶ୍ୱର – ମାଲକାନଗିରିରେ ବିକାଶର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାବାସୀଙ୍କ ବହୁବର୍ଷର ସ୍ୱପ୍ନ ସାକାର ହେବ । ବିମାନ ସେବା ସହ ଯୋଡି ହେବ ମାଲକାନଗିରି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବା ସହ ବିଧିବଦ୍ଧ ଭାବେ ବିମାନ ଚଳାଚଳର ଶୁଭାରମ୍ଭ ହେବ । ସୂଚନାଯୋଗ୍ୟ ଯେ, ରବିବାର ଦିନ ପରୀକ୍ଷାମୂଳକ ଭାବେ ଏକ ବିମାନର ଉଡାଣ କରାଯାଇ ମାଲକାନଗିରି ବିମାନବନ୍ଦରରରେ ଅବତରଣ କରାଯାଇଥିଲା । ୭ ଆସନ [...]
ଗଜପତି ଜିଲ୍ଲା: ଘାଟିରେ ଭ୍ୟାନ୍ ଓଲଟି ୨୦ରୁ ଅଧିକ ଛାତ୍ର ଆହତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅର୍ନ୍ତଗତ ଛେଳିଗଡ଼ ନିକଟ ଚମ୍ପା ଘାଟିରେ ଏକ ଭ୍ୟାନ୍ ଓଲଟି ୨୦ରୁ ଅଧିକ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଧିକ ଆଘାତ ଲାଗିଥିବାରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ସମସ୍ତେ ହେଉଛନ୍ତି ଛେଳିଗଡ଼ ସରକାରୀ ହାଇସ୍କୁଲର ଛାତ୍ର। ଆର୍.ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଯୋଗଦେଇ ଏମାନେ ଫେରୁଥିବା ସମୟରେ ସୋମବାର ରାତିରେ ଚମ୍ପା ଘାଟିରେ ସେମାନଙ୍କ ଗାଡ଼ି [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭୋଜନ କରତ ଚପଲ ଚିତ ଇତ ଉତ ଅବସରୁ ପାଇ । ଭାଜି ଚଲେ କିଲକତ ମୁଖ ଦଧି ଓଦନ ଲପଟାଇ ॥ ଭାବାର୍ଥ :- ପ୍ରଭୁ ଭୋଜନ କରିବା ସମୟରେ ମଧ୍ୟ ଚଞ୍ଚଳ ଚିତ୍ତରେ ରୁହନ୍ତି । ବେଳେବେଳେ ପାଟିରେ ପାଟିଏ ଦହିଭାତ ଭର୍ତ୍ତି କରି ପାଟି କରି କରି ଘର ଏମୁଣ୍ଡରୁ ସେମୁଣ୍ଡ ଦୌଡି ଯାଆନ୍ତି ।
Odiaଗୀତା ଉପଦେଶ: ପରମାତ୍ମାଙ୍କ ଧ୍ୟାନ ମନରେ ସ୍ଥିରତା ଆଣିଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଥାଦୀପୋ ନିବାତସ୍ଥ ନେଙ୍ଗତେ ସୋପମା ସ୍ମୃତା। ଯୋଗୀନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନ।। ହେ ଅର୍ଜ୍ଜୁନ ! ପବନ ନଥିବା ସ୍ଥାନରେ ରହିଥିବା ଦୀପର ଶିଖା ଯେପରି ଚଞ୍ଚଳ ହୁଏନାହିଁ, ପରମାତ୍ମା ଙ୍କ ଧ୍ୟାନରେ ଲାଗି ରହିଥିବା ଯୋଗୀଙ୍କ ବଶୀଭୂତ ଚିତ୍ତ ଠାରେ ଅତ୍ୟନ୍ତ ବଶୀଭୂତ ହୋଇଥିବା ଚିତ୍ତ୍ୱ ସେହିପରି ସ୍ଥିର ରୁହେ ବୋଲି କୁହାଯାଏ। ( ଗୀତା ୬ଷ୍ଠ [...]
Odiaକିମ୍ବଦନ୍ତୀ ଫୁଟବଲ ତାରକା ଫ୍ରାଞ୍ଜ ବେକେନବାଉରଙ୍କ ଦେହାନ୍ତ
ମ୍ୟୁନିକ – ଜର୍ମାନୀର କିମ୍ବଦନ୍ତୀ ଫୁଟବଲ ତାରକା ଓ କୋଚ୍ ଫ୍ରାଞ୍ଜ ବେକେନବାଉର ଆଉ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବେକେନବାଉରଙ୍କ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଉଭୟ ଖେଳାଳି ଓ କୋଚ୍ ଭାବେ ବିଶ୍ୱକପ୍ ଫୁଟବଲ୍ ଜିତିଥିବା ବିଶ୍ୱର ତିନି ଖେଳାଳିଙ୍କ ମଧ୍ୟରେ ବେକେନବାଉର ଥିଲେ ଅନ୍ୟତମ । ବେକେନବାଉର ତତ୍କାଳୀନ ପଶ୍ଚିମ ଜର୍ମାନୀ ପକ୍ଷରୁ ୧୦୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ ବିଶ୍ୱକପରେ [...]
ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ କାମ କରିବାକୁ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ କାମ କରିବାକୁ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର – ୫୦୪ ଜଣ ସିଭିଲ ଜୁନିଅର ଇଞ୍ଜିନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୭୮ ଜଣଙ୍କୁ ଓଡ଼ିଶା ମ୍ୟୁନିସିପାଲ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ୨୮ ଜଣଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତ ସିଭିଲ ଜୁନିଅର ଇଞ୍ଜିନିୟରଙ୍କ ପାଇଁ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ‘ଇଣ୍ଡକସନ କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ [...]
Odiaଲାଞ୍ଚ ନେବାବେଳେ ଧରାପଡ଼ିଲେ ଥାନା ବାବୁ
ଜୟପୁର – ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ପୋଲିସ ବାବୁ।ଜୟପୁର ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ଅନୀଲ କୁମାର ନାୟକ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା । ଜବତ ହୋଇଥିବା ଏକ ଗାଡ଼ିକୁ ଛାଡ଼ିବା ପାଇଁ ଏଏସଆଇ ଲାଞ୍ଚ ମାଗିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍ଆଇଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ [...]
Odiaବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀଙ୍କ ସ୍ବାଗତ, କହିଲେ ‘ବିଜେପି ଅପରାଧୀଙ୍କ ରକ୍ଷକ’
ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ଦଳ ସୋମବାର ସ୍ୱାଗତ କରିଛନ୍ତି । ଏହା ନ୍ୟାୟର ବିଜୟ ବୋଲି ସେମାନେ କହିବା ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତିି। ବିଜେପି ମହିଳା ବିରୋଧୀ ଏବଂ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବାନୋ ଗଣବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଦୋଷୀ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ [...]
Odiaମାଲକାନଗିରିକୁ ବିମାନସେବା ଦ୍ବାରା ବିକାଶର ନୂଆ ଯୁଗ ଆରମ୍ଭ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମାଲକାନଗିରି ବିମାନବନ୍ଦର ଉଦଘାଟନ ପୂର୍ବରୁ ସେଠାରେ ଏକ ବିମାନର ପରୀକ୍ଷାମୂଳକ ଅବତରଣ ସଫଳ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିକୁ ବିମାନସେବା ଦ୍ବାରା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିମାନସେବା ଆରମ୍ଭ ହେଲେ ବାଣିଜ୍ୟ କାରବାର ବୃଦ୍ଧି ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ।
