Odiaଟି-୨୦ ବିଶ୍ଵକପ: ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ଭାରତ
ନର୍ଥ ସାଉଣ୍ଡ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଜୟଯାତ୍ରା ଜାରି ରଖିଛି। ଶନିବାର ସୁପର-୮ର ଗ୍ରୁପ୍ ୧ ମ୍ୟାଚରେ ଭାରତ ୫୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟସ୍ ହାରି ପ୍ରଥମେ [...]
Odiaଗଞ୍ଜାମରେ ଖୋଲିବ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍ (ଏମ୍ଆରଏଚ୍ଆରୟୁ) ଖୋଲିବାକୁ ଯାଉଛି। ପ୍ରାଥମିକ ଭାବେ ରୁରାଲ୍ ବାର୍ଥ କୋହର୍ଟ ରିସର୍ଚ୍ଚ ୟୁନିଟ୍ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଏମ୍ଆରଏଚ୍ଆରୟୁ ଭାବେ ବିକଶିତ କରାଯିବ। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠାରେ ଏହା କାର୍ଯ୍ୟକାରୀ ହେବ। କଟକ ଜିଲ୍ଲାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ତରଫରୁ ଏକ ୟୁନିଟ୍ ପରେ ଶେରଗଡରେ ହେବ ରାଜ୍ୟର ଦ୍ବିତୀୟ [...]
Odiaଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୯ ପ୍ରତିଶତ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର – ରାଜ୍ୟରେ ନିଅଣ୍ଟିଆ ବର୍ଷା । ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏସବୁ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ସ୍ଥିତି ଅତି ଉତ୍କଟ ହୋଇଛି। ପୁରୀରେ ସ୍ୱାଭାବିକଠାରୁ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୮,ବାଲେଶ୍ୱରରେ ୬୩, ବଲାଙ୍ଗିରରେ ୬୧ ଓ [...]
Odiaସାରାରାଜ୍ୟରେ ମୋୖସୁମୀ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର – ସାରାରାଜ୍ୟରେ ସକ୍ରିୟ ହୋଇଛି ମୋୖସୁମୀ ବାୟୁ। ଆଜି ଆଉ ୬ଟି ଜିଲ୍ଲାରେ ପ୍ରବେଶ କରିବା ସମଗ୍ର ରାଜ୍ୟରେ ସକ୍ରିୟ ହୋଇଛି ମୋୖସୁମୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି [...]
Odiaବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର – ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ସମୀକ୍ଷା ବୈଠକ କରିଛନ୍ତି। ବୈଠକ ପରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ନଦୀବନ୍ଧଗୁଡ଼ିକୁ ଅଧିକ ସୁଦୃଢ଼ୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ବଳ ନଦୀ ବନ୍ଧ ଉପରେ [...]
Odiaହୋପ୍ ବିସ୍ଫୋରଣ, ଆମେରିକାକୁ ମାତ୍ର ୧୦.୫ ଓଭରରେ ହରାଇଲା ଓ୍ବେଷ୍ଟଇଣ୍ଡିଜ୍
ବ୍ରିଜଟାଉନ୍: ରୋଷ୍ଟନ୍ ଚେଜ୍ ଓ ଆଣ୍ଡ୍ରେ ରସେଲଙ୍କ ଚମତ୍କାର ବୋଲିଂ ପରେ ଓପନର୍ ଶାଇ ହୋପଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ସହ ଆୟୋଜକ ଆମେରିକାକୁ ୫୫ ବଲ୍ ବାକି ଥାଇ ୯ ୱିକେଟରେ ହରାଇଛି । ଏହି ଦମଦାର ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ ଆଶା ବଜାୟ ରଖିଛି। ୱେଷ୍ଟଇଣ୍ଡିଜ୍ ସୁପର-୮ର ଗ୍ରୁପ୍ ୨ର ପ୍ରଥମ ମ୍ୟାଚ୍ ରେ ଇଂଲଣ୍ଡ ଠାରୁ ହାରିଥିଲା | ତେବେ ଆମେରିକା ବିରୋଧରେ [...]
Odiaଟି-୨୦ ବିଶ୍ଵକପ: ଆଜି ବାଂଲାଦେଶକୁ ଭେଟିବ ଭାରତ
ନର୍ଥ ସାଉଣ୍ଡ: ଟି-୨୦ ବିଶ୍ଵକପର ସୁପର-୮ ରାଉଣ୍ଡରେ ଆଜି ଭାରତ ପଡ଼ୋଶୀ ବାଂଲାଦେଶକୁ ଭେଟିବ। ଚଳିତ ବିଶ୍ଵକପ୍ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାବେଳେ ବାଂଲାଦେଶ ଏହାର ପ୍ରଥମ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ସାରିଛି। ତେଣୁ ଦୁଇ ଉପମହାଦେଶୀୟ ଦଳ ମଧ୍ୟରେ ଏହି ମୁକାବିଲା ବେଶ୍ ରୋଚକ ହେବା ଆଶା କରାଯାଉଛି। ଲିଗ୍ ପର୍ଯ୍ୟାୟ ଓ ଆଫଗାନିସ୍ତାନ ବିପକ୍ଷ ସୁପର-୮ର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ହେଁ ଟପ୍ ଅର୍ଡର କ୍ଲିକ୍ କରି ପାରିନାହିଁ। [...]
Odiaଟି-୨୦ ବିଶ୍ୱକପ: ରୋମାଞ୍ଚକ ମ୍ୟାଚରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା, ୭ ରନରେ ହାରିଲା ଇଂଲଣ୍ଡ
ସେଣ୍ଟ ଲୁସିଆ: ଟି-୨୦ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିବାବେଳେ ଇଂଲଣ୍ଡ କେବଳ ୬ ରନ କରି ପାରିଥିଲା। ହ୍ୟାରି ବୁକ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଲିଆମ ଲିଭିଂଷ୍ଟୋନଙ୍କ ଦୃଢ଼ ବ୍ୟାଟିଂ ବଳରେ ମ୍ୟାଚ୍ ଏକଦା ଇଂଲଣ୍ଡ ନିୟନ୍ତ୍ରଣରେ ଥିଲା। ମାତ୍ର ଏ ଦୁଇ ବ୍ୟାଟର ଆଉଟ ହେବା ପରେ ଇଂଲଣ୍ଡ ହାତରୁ [...]
Odiaଆଜି ଦେବସ୍ନାନ ପୂର୍ଣ୍ଣିମା, କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଲୀଳା
ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ପିତୁ ବନଦେବ ମାତୁ ବନଦେବୀ । ମୃଗ ଚରଣ ସରୋରୁହ ସେବୀ ॥ ଅଂତହୁଁ ଉଚିତ ନୃପହି ବନବାସୂ । ବୟ ବିଲୋକି ହିୟଁ ହୋଇ ହରାଁସୂ ॥ ଭାବାର୍ଥ :- ମାତା କୌଶଲ୍ୟା ପୁଣି କହିଲେ, ବଣର ଦେବତା ତୁମର ପିତାଙ୍କ ସମାନ ହେବେ ଆଉ ବନଦେବୀ ତୁମର ମାତା ହେବେ । ବଣର ସମସ୍ତ ପଶୁପକ୍ଷୀ ତୁମର ଚରଣ ଅମଳର ସେବକ ହେବେ । ରାଜାଙ୍କ ପାଇଁ ଶେଷରେ [...]
