Odiaଗୀତା ଉପଦେଶ: ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ, ଈଶ୍ୱରଙ୍କ କୃପାରେ ଏହା ନିୟନ୍ତ୍ରଣ ହୋଇଥାଏ
ଗୀତାରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଲକ୍ଷ କରି ପ୍ରଶ୍ନ କରିଛନ୍ତି କି – ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢମ୍। ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍। ଅର୍ଥାତ ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ। ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବାଠାରୁ ମଧ୍ୟ ଅଧିକକଷ୍ଟକର ଅଟେ। ହେ ଭଗବାନ ଆପଣ ସର୍ବାକର୍ଷଣ ଅଟନ୍ତି।ଅତଃ ଆପଣ ଏହି ଅସ୍ଥିର, ବିକ୍ଷୁବ୍ଧ, [...]
Odiaପେପର ଲିକ୍ ବିବାଦ ମଧ୍ୟରେ ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ପେପର ଲିକ୍ ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଉ ଏକ ଜାତୀୟ ସ୍ତରର ପରୀକ୍ଷା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ୨୦୨୪କୁ ମଧ୍ୟ ସ୍ଥଗିତ ରଖିଛି । ଏହି ପରୀକ୍ଷା ୨୫ ରୁ ୨୭ ଜୁନ୍ ପର୍ଯ୍ୟନ୍ତ ହେବାର ଥିଲା । କିଛି ଅନିବାର୍ଯ୍ୟ କାରଣ ଏବଂ ଲଜିଷ୍ଟିକ୍ ଜନିତ ଅସୁବିଧା ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଏନଟିଏ ଏକ ବିବୃତ୍ତିରେ କହିଛି । ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ପ୍ରାର୍ଥୀଙ୍କୁ ଖୁବ୍ ଶୀଘ୍ର [...]
Odia୨୦୩୬ ପର୍ଯ୍ୟନ୍ତ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ
ଭୁବନେଶ୍ଵର – ଓଡ଼ିଶା ସରକାର ୨୦୩୬ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା ଘୋଷଣା କରିଛନ୍ତି। ଆଜି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂହ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପୂର୍ବର ନବୀନ ସରକାର ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବା [...]
Odiaବିଜେଡି ପ୍ରାର୍ଥୀ ଦୀପାଳିଙ୍କ ଆବେଦନକୁ ଗୃହୀତ, ଝାରସୁଗୁଡ଼ାର ୧୩ ବୁଥ ରେ ଯାଞ୍ଚ ହେବ ଇଭିଏମ୍
ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ [...]
Odiaକେଜ୍ରିୱାଲଙ୍କୁ ଝଟକା, ଜାମିନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗତକାଲି (ଜୁନ୍ ୨୦) କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ଇଡି ହାଇକୋର୍ଟ ଯାଇଥିଲା। କେଜ୍ରିୱାଲଙ୍କୁ ଜାମିନ ନେଇ ତଳକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରି ହାଇକୋର୍ଟ କହିଛନ୍ତି ଯେ, ଇଡି ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟର ଆଦେଶ [...]
Odiaଟି-୨୦ ବିଶ୍ୱକପ୍: ଡକ୍ଓ୍ବର୍ଥ ଲୁଇସ୍ ନିୟମରେ ବାଂଲାଦେଶକୁ ହରାଇଲା ଅଷ୍ଟ୍ରେଲିଆ
ନର୍ଥ ସାଉଣ୍ଡ: ଆଇସିସି ଟି-୨୦ ବିଶ୍ୱକପର ଚତୁର୍ଥ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆ ଶୁକ୍ରବାର ଡକ୍ଓ୍ବର୍ଥ ଲୁଇସ୍ ନିୟମାନୁସାରେ ବାଂଲାଦେଶକୁ ୨୮ ରନରେ ହରାଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୧.୨ ଓଭରରେ ୨ ଓ୍ବିକେଟ୍ ହରାଇ ୧୦୦ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଥିଲା । ଖେଳ ଆଉ ସମ୍ଭବ [...]
Odiaଚମକିଲେ ସୂର୍ଯ୍ୟ, ବୁମ୍ରା: ଆଫଗାନିସ୍ତାନକୁ ହରାଇଲା ଭାରତ
ବାର୍ବାଡୋସ୍: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶପ୍ରୀତ୍ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍ରେ ଜିତି ନେଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୮୧ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଆଫଗାନିସ୍ତାନ ତରଫରୁ ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚଲୀ ସୁହାବନି ତ୍ରିବିଧ ବୟାରୀ। କାମ କୃସାନୁ ବଢାବନିହାରୀ ॥ ରଂଭାଦିକ ସୁର ନାରି ନବୀନା । ସକଲ ଅସମସର କଲା ପ୍ରବୀନା ॥ ଭାବାର୍ଥ :- ମନରେ କାମାଗ୍ନିକୁ ଉତ୍ତେଜିତ କରିବା ପାଇଁ ତିନିପ୍ରକାରର ଶୀତଳ, ମଳୟ ସୁଗନ୍ଧିତ ପବନ ବୋହିବାକୁ ଲାଗିଲା । ରମ୍ଭା ଆଦି ସୁନ୍ଦରୀ ନବ ଯୁବତୀ ଦେବାଙ୍ଗନା ମାନେ, ଯେଉଁମାନେ ସମସ୍ତେ କାମକଳାରେ ନିପୁଣ ଥିଲେ ଆସିଲେ ।
Odiaଗୀତା ଉପଦେଶ: ନିଜର ସମସ୍ତ ବୁଦ୍ଧି ଭଗବାନଙ୍କ ଠାରେ ସ୍ଥିର ହୋଇଯିବା ହିଁ କର୍ମ ସନ୍ୟାସ ଯୋଗ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ନ ପ୍ରହୃଷ୍ୟେତ୍ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ପ୍ରାପ୍ୟ ଚାପ୍ରିୟମ୍।ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ। ଅର୍ଥାତ: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁ ମାନଙ୍କ ର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତିନାହିଁ ।
Odiaଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗୁରୁବାର ଜାମିନ ଦେଇଛନ୍ତି। ଜଜ୍ ନ୍ୟାୟବିନ୍ଦୁଙ୍କ ଅବକାଶ କାଳୀନ ଖଣ୍ଡପୀଠ କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ଇଡି ତରଫରୁ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁରକୁ ବିରୋଧ କରାଯାଇଥିଲା । ହେଲେ କୋର୍ଟ ଇଡିର ଯୁକ୍ତି ପ୍ରତ୍ୟାଖ୍ୟାନ କରିଥିଲେ। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଲୋକସଭା [...]
