Odiaତିନିବର୍ଷ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ
ମୁମ୍ବାଇ – ତିନି ବର୍ଷରୁ ଅଧିକ ସମୟ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ । ଆସନ୍ତାବର୍ଷ ସୀମିତ ଓଭର ସିରିଜ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଭାରତ ଗସ୍ତରେ ଆସିବ । ଭାରତ ଓ ଇଂଲଣ୍ଡ ତିନିଟିକିଆ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ କଟକରେ ଖେଳାଯିବ । ଆଉ ୫ ବର୍ଷ ପରେ ବାରବାଟୀରେ ଖେଳାଯିବ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ । ଶେଷଥର ପାଇଁ ବାରବାଟୀରେ ୨୦୧୯ ମସିହାରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଭାରତ ଓ [...]
Odiaମାଲକାନଗିରି ପୋଲିସ ଆଗରେ ତିନି ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି – ତିନି ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଏସପିଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ତିନି ଜଣ ମାଓବାଦୀ । ସମସ୍ତେ ଛତିଶଗଡ ଦକ୍ଷିଣ ବସ୍ତର ସଂଗଠନର ମିଲିସିଆ ସଦସ୍ୟ ।ଛତିଶଗଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଥିବା ବେଳେ ତିନି ମାଓବାଦୀ ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ହେଲେ ଦେବା ମାଡଭି, ଆଡମା ମାଡକାମି ଏବଂ ମୁକା ସୋଡି । ତିନି ଜଣଙ୍କ ଘର ଛତିଶଗଡ ସୁକୁମା [...]
Odiaରାଜ୍ୟରେ ଦକ୍ଷିଣ -ପଶ୍ଚିମ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ
ଭୁବନେଶ୍ୱର – ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଗ୍ରସର ସତ୍ତ୍ୱେ ୩ ଜିଲା ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରାଯାଇଛି। ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ହେବ। ସୂଚନାଯୋଗ୍ୟ [...]
Odiaଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ିଗଲେ ଯୁବକ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ସେହି ଗାଁର ହେମନସେନ ବେହେରା ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ୫ ଜଣ ସାଙ୍ଗ ଗାଧୋଇବାକୁ ସମୁଦ୍ର ପାଣିରେ ପଶିଥିଲେ। ମାତ୍ର ପ୍ରବଳ ଲହଡ଼ି ମାଡ଼ରେ ହେମନସେନ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ। ବୁଧବାର ସନ୍ଧ୍ୟାରୁ ଏଯାବତ୍ ତାଙ୍କ ଖୋଜଖବର ମିଳିନାହିଁ। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର [...]
Odiaସୁରମା ପାଢୀ ହେଲେ ବିଧାନସଭା ବାଚସ୍ପତି
ଭୁବନେଶ୍ୱର – ନବଗଠିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ବିଜେପି ବିଧାୟିକା ସୁରମା ପାଢ଼ୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ଗୃହରେ ଏ ନେଇ ଔପଚାରିକ ଭାବେ ଘୋଷଣା କରାଯାଇଛି। ବାଚସ୍ପତି ପ୍ରାର୍ଥୀ ଭାବେ ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସୁରମାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ [...]
Odiaଟି-୨୦ ବିଶ୍ୱକପ: ସଲ୍ଟଙ୍କ ବିସ୍ଫୋରକ ଇନିଂସ୍, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଇଂଲଣ୍ଡ
ଗ୍ରସ ଆଇଲେଟ୍ : ଓପନର ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଇନିଂସ୍ ବଳରେ ଇଂଲଣ୍ଡ ଗୁରୁବାର ଏଠାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ପ୍ରଦତ୍ତ ୧୮୧ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୨ ଓ୍ବିକେଟ୍ ହରାଇ ମାତ୍ର ୧୭.୩ ଓଭରରେ ହାସଲ କରିନେଇଥିଲା । ଦଳ ତରଫରୁ ଫିଲ୍ ସଲ୍ଟ ଆକର୍ଷଣୀୟ ୮୭ ରନର ଅପରାଜିତ ଇନିଂସ ଖେଳିଥିଲେ।। ଓପନିଂ ଯୋଡ଼ି ଅଧିନାୟକ ଜୋସ୍ ବଟଲର ଏବଂ [...]
Odiaଟି-୨୦ ବିଶ୍ୱକପ୍: ଆଜି ଆଫଗାନିସ୍ତାନ ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ ଭାରତ
ବ୍ରିଜଟାଉନ୍ (ବାର୍ବାଡୋସ୍): ଭାରତ ଟି-୨୦ ବିଶ୍ୱକପ୍ର ସୁପର ୮ ପର୍ଯ୍ୟାୟରେ ନିଜ ପ୍ରଥମ ମ୍ୟାଚ୍ରେ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ ଯାହାଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ନୀରବ ରହିଛି । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଭାରତୀୟ ଦଳର କମ୍ବିନେସନ ନେଇ ଅନେକ ଚର୍ଚ୍ଚା ହେଉଛି | ଟୁର୍ନାମେଣ୍ଟ ଆରମ୍ଭରେ ଅଧିନାୟକ ରୋହିତ ଶର୍ମା ଚାରି [...]
Odiaଟି-୨୦ ବିଶ୍ୱକପ: ଆମେରିକା ଲଢ଼ିଲା, ଦକ୍ଷିଣ ଆଫ୍ରିକା ଜିତିଲା
ନର୍ଥ ସାଉଣ୍ଡ: ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ନବାଗତ ଆମେରିକା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକକୁ କଡ଼ା ଟକ୍କର ଦେଇଛି। ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୧୮ ରନ୍ରେ ଜିତିଥିଲେ ମଧ୍ୟ ଆମେରିକା ଲଢ଼ୁଆ ପ୍ରଦର୍ଶନ ଦ୍ବାରା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଆମେରିକା ୬ [...]
Odiaଶ୍ରୀମନ୍ଦିରରେ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ଗୁଆଲି ଯାତ୍ରା
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥିଲା। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା।। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବାର ବାର ବିନବଉଁ ମୁନି ତେହୀ । ଜିମି ୟହ କଥା ସୁନାୟହୁ ମୋହୀ ॥ ତିମି ଜିନି ହରିହି ସୁନାବହୁ କବହୁଁ । ଚଲଜହୁଁ ପ୍ରସଙ୍ଗ ଦୁରାଏହୁ ତବହୁଁ ॥ ଭାବାର୍ଥ :- ଶ୍ରୀଶିବ ମହର୍ଷି ନାରଦଙ୍କୁ କହିଲେ, ହେ ମୁନୀ ଶ୍ରେଷ୍ଠ ! ମୁଁ ତୁମକୁ ବାରମ୍ବାର ବିନତି କରି କହୁଛି, ଯେପରି ଆପଣ ଏହି କାମଦେବଙ୍କ ପ୍ରସଙ୍ଗ ମୋତେ କହିଲେ, ସେହିପରି ଭଗବାନ ଶ୍ରୀହରିଙ୍କୁ କେବେ ମଧ୍ୟ [...]
