ଚିକିଟି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ओडिया समाचारଚିକିଟି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗୁରୁତର ଅସୁସ୍ଥ ଥିବା ଲକ୍ଷ୍ମଣ ବେହେରାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭେଣ୍ଟିଲେଟରେ ରଖା ଯାଇଥିଲା। ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି। ୬୦ ବର୍ଷ ବୟସ୍କ ଏହି ବୃଦ୍ଧଙ୍କ ଘର ଜେନାପୁର ଗାଁ ପଠାଣ ସାହି। ପୂର୍ବରୁ ଜେନାପୁର ଗ୍ରାମର ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେବି ଆହୁରି ପ୍ରାୟ ୪ [...]
ବିବାଦୀୟ ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ओडिया समाचारବିବାଦୀୟ ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଛତ୍ରପୁର: ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଆଜି ସକାଳେ ତାଙ୍କ ବାସଭବନ ସମେତ ଛତ୍ରପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହର ରାମକୃଷ୍ଣନଗର ୭ମ ଗଳିରେ ଥିବା ଘର, ପୋଲସରାସ୍ଥିତ ବାସଭବନରେ ଖାନତଲାସ କରାଯାଉଛି। ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଏକକାଳୀନ ଏସବୁ ସ୍ଥାନରେ ଚଢଉ କରାଯାଇଛି। ଏଥିସହ କିଛି ସମ୍ପର୍କୀୟ ତଥା ଚିହ୍ନା ପରିଚିତ ଲୋକଙ୍କ ଘରେ ପହଞ୍ଚି ଭିଜିଲାନ୍ସ ଟିମ୍ [...]
ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ

ओडिया समाचारଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ
ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ କାଳୀୟଦଳନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ମାର୍କଣ୍ଡ ପୁଷ୍କରିଣୀରେ କାଳୀୟଦଳନ ନୀତି ପାଇଁ ଶ୍ରୀ ମଦନମୋହନ ଓ ରାମକୃଷ୍ଣ ବିଜେ କରି ଥିଲେ। ଏଠାରେ ଗରୁଡଙ୍କ ଦ୍ଵାରା ଏହି ସ୍ୱତନ୍ତ୍ର ନୀତି ସମାପନ ହୋଇଥିଲା । କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ [...]
ओडिया समाचारଗୀତା ଉପଦେଶ: ଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି
ବାଖ୍ୟା :- ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ। “କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ। ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ।” ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ପିତୃଗୃହ କବହୁଁ କବହୁଁ ସସୁରାରୀ । ରହେହୁ ଜହାଁ ରୁଚି ହୋଇ ତୁହ୍ମାରୀ ॥ ଏହି ବିଧି କରେହୁ ଉପାଧି କଦଂବା । ଫିରଇ ତ ହୋଇ ପ୍ରାନ ଅବଲଂବା ॥ ଭାଵାର୍ଥ :- ମହାରାଜ ମହାମନ୍ତ୍ରୀ ସୁମନ୍ତ୍ରଙ୍କୁ କହିଲେ, ସୀତାଙ୍କୁ ବୁଝାଇବ, କେତେବେଳେ ମା’ ଘରେ ତ ପୁଣି କେତେବେଳେ ଶଶୁରଙ୍କ ନିକଟରେ, ଯେତେବେଳେ ଯେପରି ତାଙ୍କର ଇଛା ହେବ ସେହିପରି ରହିବେ । ଏହି ପ୍ରକାରେ ନିଜ ଇଚ୍ଛାମତେ ଅନେକ ପ୍ରକାର ଉପାୟ କରିପାରିବେ [...]
ओडिया समाचारପ୍ୟାରିସ ପାରାଲିମ୍ପିକ୍ସ: ଅବନୀ ଲେଖରାଙ୍କୁ ସ୍ବର୍ଣ୍ଣ, ଦ୍ଵିତୀୟ ଦିନରେ ଭାରତକୁ ୪ଟି ପଦକ
ପ୍ୟାରିସ: ପାରାଲିମ୍ପିକ୍ ଗେମ୍ସରେ ଶୁକ୍ରବାର ଅବନୀ ଲେଖରା ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି | ଦ୍ବିତୀୟ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ୪ଟି ପଦକ ହାତେଇଛି। ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ସୁଟିଂର ଏସ୍ଏଚ୍୧ ବର୍ଗରେ ୨୪୯.୭ ସ୍କୋର ସହ ନୂଆ ପାରାଲିମ୍ପିକ୍ ରେକର୍ଡ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହି ସୁଟିଂ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅବନୀ ପ୍ରଥମ ଭାରତୀୟ [...]
୨ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମ ସମର୍ପଣ

ओडिया समाचार୨ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମ ସମର୍ପଣ
ବରଗଡ଼, ୩୦/୦୮ :୨ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆମିଲା ଓରଫ ପୂଜା ତାତି ଏବଂ ରଘୁ ଓରଫ ସାଇତୁ ପଡମ । ସେମାନେ ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସପି ପି ଏସ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆମିଲାର ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କା ଏବଂ ରଘୁ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ମାଓବାଦୀ ସଙ୍ଗଠନରେ ଶାରୀରିକ ଏବଂ ମାନସିକ [...]
ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସର ତାଲିକା ଭୁକ୍ତ ଆଇନଜିବୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର

ओडिया समाचारବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସର ତାଲିକା ଭୁକ୍ତ ଆଇନଜିବୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର
ବଲାଙ୍ଗିର: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼ ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣ ସଭା ଗୃହ ଠାରେ ପ୍ରାଧିକରଣର ତାଲିକା ଭୁକ୍ତ ଆଇନିଜୀବି ମାନଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ତାଲିମ ଶିବିର ରେ ଭିଜିଲାନ୍ସ କୋର୍ଟ ଜଜ ମଳୟ ରଞ୍ଜନ ଦାସ , ଫ୍ୟାମିଲି କୋର୍ଟ ଜଜ ବିକ୍ରମ [...]
ଜାରିହେଲା ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶୀକା

ओडिया समाचारଜାରିହେଲା ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶୀକା
ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି, ଅଗଷ୍ଟ ୨୯ ତାରିଖ ୨୦୨୪ରେ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶୀକା ଜାରି କରାଯାଇଛି | ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରାଯାଇଛି | ଏହି ମାର୍ଗଦର୍ଶୀକା ଅନୁଯାୟୀ ହିତାଧିକାରୀଙ୍କ [...]
ସାପ କାମୁଡ଼ାରେ ମାଆ ଝିଅ ମୃତ

ओडिया समाचारସାପ କାମୁଡ଼ାରେ ମାଆ ଝିଅ ମୃତ
ଫୁଲବାଣୀ: ବର୍ଷା ଦିନେ ସାପ କାମୁଡ଼ାରେ ମୃତାହତ ଘଟଣା ତାଲିକାରେ ଆଉ ଏକ ଦୁଃଖଦାୟକ ଅଘଟଣ ଯୋଡ଼ି ହୋଇଯାଇଛି। ବିଷଧର ସାପ କାମୁଡାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୂଇଁ ଗାଁରେ ମାଆ ଝିଅଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖାଇପିଇ ଘରେ ସମସ୍ତେ ଶୋଇଥିଲେ। ଭୋର ୩ଟାରେ ଘର ଭିତରକୁ ଏକ ବିଷାକ୍ତ ସାପ ପଶି ଆସି ଦୁହିଁଙ୍କୁ କାମୁଡି ପକାଇଥିଲା। ଯନ୍ତ୍ରଣାରେ ଦୁହେଁ ଛଟପଟ ହେବାରୁ ପରିବାର ଲୋକ ଏହା ଜାଣିବାକୁ [...]
