ଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’

ओडिया समाचारଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’
ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। [...]
ओडिया समाचारରାଜକୋଟ୍ ଗେମ୍ ଜୋନ ଅଗ୍ନିକାଣ୍ଡରେ ମାଲିକ ପ୍ରକାଶ ହିରନଙ୍କ ବି ମୃତ୍ୟୁ, ଡିଏନ୍ଏ ଟେଷ୍ଟରୁ ଜଣାପଡ଼ିଲା
ଅହମ୍ମଦାବାଦ: ରାଜକୋଟ୍ ଟିଆରପି ଗେମ୍ ଜୋନର ଅନ୍ୟତମ ମାଲିକ ପ୍ରକାଶ ହିରନ୍ ମଧ୍ୟ ଗତ ସପ୍ତାହରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଡିଏନ୍ଏ ଟେଷ୍ଟ ପରେ ତାଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ଏହି ହୃଦୟ ବିଦାରକ ଘଟଣାରେ ୧୨ ପିଲାଙ୍କ ସହ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର ମୃତଦେହରୁ ନିଆଯାଇଥିବା ନମୁନା ପ୍ରକାଶଙ୍କ ମା’ଙ୍କ ଡିଏନ୍ଏ ସହିତ ମେଳ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିଲା। ପ୍ରକାଶ ହିରନ୍ [...]
ओडिया समाचारପୁଣି ଫେରିଲା ତାତି : ପଶ୍ଚିମରେ ତାତି ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି, ବଢିଲା ଦିନ ତାପମାତ୍ରା
ଭୁବନେଶ୍ବର – କିଛି ଦିନର ବ୍ୟବଧାନ ପରେ ଫେରିଛି ତାତି । ଦିନ ତାପମାତ୍ରାରେ ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଏବଂ ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି। ମଙ୍ଗଳବାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ବୃଦ୍ଧି [...]
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର, ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ओडिया समाचारଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର, ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ଦଳ । ତାରକା ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ କରି ନିଜ ନିଜର ଦଳ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବେ । ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବାରିପଦାରେ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନାରଦ ଶ୍ରାପ ଦୀହ୍ନ ଏକ ବାରା । କଳପ ଏକ ତେହି ଲଗି ଅବତାରା ॥ ଗିରିଜା ଚକିତ ଭଈଂ ସୁନି ବାନୀ । ନାରଦ ବିଷ୍ଣୁ ଭଗତ ପୁନି ଗ୍ୟାନୀ ॥ ଭାବାର୍ଥ :- ଥରେ ମହର୍ଷି ନାରଦ ଭଗବାନଙ୍କୁ ଶ୍ରାପ ଦେଇଥିଲେ । ଏଥିପାଇଁ ଗୋଟିଏ କଳ୍ପରେ ସେହି ଶ୍ରିପରୁ ମୁକ୍ତିପାଇଁ ଅବତାର ଗ୍ରହଣ କଲେ । ଏହି ପ୍ରସଙ୍ଗ ଶୁଣି ଦେବୀ ପାର୍ବତୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ [...]
ଗୀତା ଉପଦେଶ : ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରିହୁଏ

ओडिया समाचारଗୀତା ଉପଦେଶ : ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରିହୁଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯତ୍ରୋପରମତେ ଚିତ୍ତମ ନିରୁଦ୍ଧମ ଯୋଗ ସେବୟା। ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି।। ହେ ଅର୍ଜ୍ଜୁନ ! ଯୋଗାଭ୍ୟାସ ଦ୍ୱାରା ନିରୁଦ୍ଧO ହୋଇଥିବା ଚିତ୍ତ ଯେଉଁ ଅବସ୍ଥାରେ ଉପରତୀ ପ୍ରାପ୍ତ ହୋଇଯାଏ ଓ ଯେଉଁ ଅବସ୍ଥାରେ ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରି ସଚ୍ଚିଦାନନ୍ଦ ଘନ ପରମାତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରୁହେ [...]
ओडिया समाचारଆଜି ଶ୍ରୀକ୍ଷେତ୍ରେଭଉଁରୀ, ମହାପ୍ରଭୁଙ୍କ ଚନ୍ଦନଯାତର ଅନ୍ତିମ ଦିନ
ଶ୍ରୀମନ୍ଦିରରେ ଗ୍ରୀଷ୍ମ ଋତୁରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଚିତ୍ର ଏକ ମାନବୀୟ ଲୀଳା l ପ୍ରଚଣ୍ଡ ରୌଦ୍ର ତାପରେ ଶରୀରକୁ ଶୀତଳ ରଖିବା ପାଇଁ ଚନ୍ଦନ ଲେପନ କରାଯାଇ ଥାଏ,ମହାପ୍ରଭୁଙ୍କ ଚନ୍ଦନଯାତ ଏହାର ପ୍ରତିଫଳନ l ଏହା ଶ୍ରୀମନ୍ଦିରର ସବୁଠାରୁ ଅଧିକ ଦିନଧରି ପାଳିତ ହେଉଥିବା ପର୍ବ l ବୈଶାଖଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ବୟାଳିଶ ଦିନ ବ୍ୟାପି ଏହା ଅନୁଷ୍ଠିତ ହୋଇ [...]
ओडिया समाचारକନ୍ଧମାଳ: ବସ୍ ଓଲଟି କଣ୍ଡକ୍ଟର ଓ କଲେଜ ଛାତ୍ର ମୃତ, ୨୭ ଆହତ
ଫୁଲବାଣୀ: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ବସ୍ ଆଜି ରାତି ପ୍ରାୟ ୯ଟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଘଟଣାସ୍ଥଳରେ ବସ୍ କଣ୍ଡକ୍ଟର ବିଜୟ ପଟ୍ଟନାୟକ ଓ ଫିରିଙ୍ଗିଆ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ଅର୍ଜୁନ କହଁରଙ୍କ ମୃତ୍ୟୁ ଘଟିଛି। (୧୭)। ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି। ୫ ଜଣ ସାମାନ୍ୟ ଆହତ ଫିରିଙ୍ଗିଆ ଡାକ୍ତରଖାନାରେ ଓ ୨୨ ଜଣ ଫୁଲବାଣୀସ୍ଥିତ ଜିଲ୍ଲା [...]
ओडिया समाचारବିଜେପି ନେତାଙ୍କ ଅପଶବ୍ଦ ଓ ମିଥ୍ୟା ଅଭିଯୋଗ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅପଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ ଅତିଥି ଭଳି ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରୁଛନ୍ତି । କିନ୍ତୁ ନିର୍ବାଚନ ପ୍ରଚାରରେ ବିଜେପି ନେତାମାନେ ଅପଶବ୍ଦ ପ୍ରୟୋଗ କରିବା ସହ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା କି ଜମା ଗ୍ରହଣୀୟ ନୁହେଁ। ଓଡିଶାବାସୀ ଅପଶବ୍ଦ ବ୍ୟବହାର ଓ ମିଥ୍ୟା ଅଭିଯୋଗକୁ କେବେ ବି ଗ୍ରହଣ କରିବେ [...]
ओडिया समाचारନୀଳଗିରିରେ ନିର୍ବାଚନ ପ୍ରଚାର କରି ବିଜେପି ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ ସବୁ କ୍ଷେତ୍ରରେ ଫେଲ୍ ମାରିଛି କେନ୍ଦ୍ର ସରକାର
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ମାରାଥଧ ପ୍ରଚାର କରିଛନ୍ତି । ପ୍ରଚାରରେ ସେ ବିଜେପିକୁ ଶାଣିତ ସ୍ୱରରେ ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ [...]
