ପ୍ରଫେସର ସନ୍ତୋଷ କୁମାର ମିଶ୍ର ନୂଆ ଡିଏମଇଟି ନିଯୁକ୍ତ

ओडिया समाचारପ୍ରଫେସର ସନ୍ତୋଷ କୁମାର ମିଶ୍ର ନୂଆ ଡିଏମଇଟି ନିଯୁକ୍ତ
ଭୁବନେଶ୍ବର – ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପଲ୍ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ମେଡିକାଲ ଏଜୁକେସନ ଓ ଟ୍ରେନିଂର ନୂଆ ନିର୍ଦ୍ଦେଶକ (ଡିଏମଇଟି) ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଫେସର ସନ୍ତୋଷ ମିଶ୍ର ବର୍ତ୍ତମାନର ଡିଏମ୍ଇଟି ଦାୟିତ୍ବରେ ଥିବା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ସ୍ଥାନ ନେବେ । ଏମ୍କେସିଜି ମେଡିକାଲ [...]
ओडिया समाचारଆଜିଠୁ ବଢିବ ତାତି , ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା
ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଣେ ମେ’ ୩୧ ବା ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପ୍ରବେଶ [...]
ओडिया समाचारଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ
ପୁରୀ: ଆଜି ରଥ ନିର୍ମାଣର ଉନବିଂଶତି ଦିବସରେ ତିନି ରଥର ମୋଟ ୪୨ ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୧୫ ଗୋଟି ଚକ ନିର୍ମାଣ ଶେଷହୋଇଛି । ଏଥିସହ ଭୋଇ ସେବକ ମାନେ ତୁମ୍ବରେ ଅରସଂଯୋଗ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରୁଛନ୍ତି, ଶେଷ ହୋଇଥିବା ଚକ ଗୁଡ଼ିକର ପଇତା ପକା କାର୍ଯ୍ୟ, ସିଙ୍ଗଡ଼ା ବାଡିଆ ଶେଷ ହୋଇଥିବା ତୁମ୍ବରେ ଅଖବିନ୍ଧ କାର୍ଯ୍ୟ ଚାଲୁରହିଛି ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବହୁରି କୀହ୍ନି କୋସଲପତି ପୂଜା । ଜାନି ଈସ ସମ ଭାଉ ନ ଦୂଜା ॥ କୀହ୍ନି ଜୋରି କର ବିନୟ ବଡାଈ । କହି ନିଜ ଭାଗ୍ୟ ବିଭବ ବହୁତାଈ ॥ ଭାବାର୍ଥ :- ତା’ପରେ ମହାରାଜ ଜନକ କୋସଳାଧୀଶ ମହାରାଜ ଦଶରଥଙ୍କ ପୂଜା ସାକ୍ଷାତ ଶ୍ରୀଶିବଶଂକର ମହାଦେବଙ୍କ ପ୍ରତିରୂପ ଜାଣି କଲେ, ମନରେ ଅନ୍ୟ କୌଣସି ଭାବ ନଥିଲା । ତଦନନ୍ତର, ଦଶରଥଙ୍କ ସମନ୍ଧ ରେ ନିଜ ସୌଭାଗ୍ୟ [...]
ओडिया समाचारଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
ओडिया समाचारଭଦ୍ରକ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ସଂଖ୍ୟାଗରିଷ୍ଠତା ପାଇଥିବା ଦାବି
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ [...]
ओडिया समाचारଜୁନ ୪ ଯାଏଁ ଗଞ୍ଜାମ ଜିଲ୍ଲାରେ ଢ଼ାବା , ହୋଟେଲ ରାତି ୮.୩୦ଟା ପରେ ବନ୍ଦ
ବ୍ରହ୍ମପୁର – ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ଢ଼ାବା ଓ ହୋଟେଲ ରାତିରେ ବନ୍ଦ ରହିବ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖ ଭୋଟ୍ ଗଣତି ଦିନ ପର୍ଯ୍ୟନ୍ତ ରାତିରେ ହୋଟେଲ, ଢାବା, ଚା’ ଦୋକାନ ଖୋଲାଯିବ ନାହିଁ। ରାତି ସାଢ଼େ ୮ଟା ପରେ ବନ୍ଦ ରହିବ ହୋଟଲ, ଢାବା, ଚା’ ଦୋକାନ । ଏହି କଟକଣା ନେଇ ପ୍ରେସମିଟରେ [...]
ओडिया समाचारକଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ଅଫିସରେ ମିଳିତ ଚଢ଼ାଉ
ଭଦ୍ରକ – ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନ ଅଫିସରେ ଚଢ଼ାଉ ହୋଇଛି। ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ଚଢ଼ାଉ କରିଛନ୍ତି । ଗତକାଲି ରାତିରେ ବି ଚଢାଉ ହୋଇଥିଲା । ଆଜି ସନ୍ଧ୍ୟାରୁ ପୁଣି ଚଢ଼ାଉ ହୋଇଛି। ଚଢ଼ାଉ ନେଇ ବିସ୍ତୃତ ସୂଚନା ମିଳିନାହିଁ [...]
ओडिया समाचारଭିଡ଼ିଓ ବାର୍ତ୍ତା ଜାରି କଲେ ପ୍ରଜ୍ବଳ, ମେ ୩୧ରେ ଏସ୍ଆଇଟିରେ ହାଜର ହେବେ
ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡ଼ିଓ ସାମ୍ନାକୁ ଆସିବା ପରଠୁ ବିଦେଶ ପଳାୟନ କରିବାର ମାସକ ପରେ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସମ୍ମୁଖରେ ସେ ଆସନ୍ତା ମେ ୩୧ରେ ହାଜର ହେବେ ବୋଲି ପ୍ରଜ୍ବଳ ଏହି ଭିଡ଼ିଓରେ କହିଛନ୍ତିି। କନ୍ନଡ ଟିଭି ଚ୍ୟାନେଲ ‘ଏସିଆନେଟ ସୁବର୍ଣ୍ଣା ନ୍ୟୁଜ’ରେ ପ୍ରସାରିତ ଏକ [...]
ओडिया समाचारସଭା ମଞ୍ଚ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ
ପାଲିଗଞ୍ଜ: ବିହାରର ପାଲିଗଞ୍ଜ ଠାରେ ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ସଭା ମଞ୍ଚ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ରାହୁଲଙ୍କ କିଛି କ୍ଷତି ହୋଇନାହିଁ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ତଥା ପାଟଳିପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ମିସା ଭାରତୀଙ୍କ ସମର୍ଥନରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ସୋମବାର ପାଟନା ଉପକଣ୍ଠ ପାଲିଗଞ୍ଜ ଆସିଥିଲେ। ମିସା ଭାରତୀ ରାହୁଲ ଗାନ୍ଧୀଙ୍କୁ ମଞ୍ଚରେ ନିଜ ଆସନକୁ ନେଇ ଯାଉଥିବାବେଳେ [...]
