ओडिया समाचारନଏଡାରେ ପୁଣେ ହିଟ୍ ଆଣ୍ଡ୍ ରନ୍ ଭଳି ମାମଲା, ଅଡ଼ି କାର୍ ଧକ୍କାରେ ବୃଦ୍ଧ ମୃତ
ନୋଏଡା: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାର ଚର୍ଚ୍ଚା ଥମିନଥିବା ବେଳେ ନଏଡାରେ ଅନୁରୂପ ଏକ ଘଟଣା ଘଟିଛି। ରବିବାର ସକାଳେ ସହରର କାଞ୍ଚନଞ୍ଜଙ୍ଗା ମାର୍କେଟ ନିକଟରେ ଦ୍ରୁତ ବେଗରେ ଏକ ଅଡ଼ି କାର୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଚାଲିଯାଇଛି । ଅଡ଼ି ଧକ୍କାରେ ବୃଦ୍ଧ ଜଣକ ପ୍ରାୟ ୫୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଛି । ଅଭିଯୁକ୍ତ କାର୍ ଡ୍ରାଇଭରକୁ [...]
କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ

ओडिया समाचारକେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ
କେନ୍ଦ୍ରାପଡା – କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନାଁ ନ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏକ ଜନସଭାରେ ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲେ । ହେଲେ ସେ ନିଜ କମ୍ପାନୀକୁ ଲାଭ ଦେଇ ତାଙ୍କ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବୈଜୟନ୍ତଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ [...]
ओडिया समाचारଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି ପାଇଁ କେଜ୍ରିୱାଲଙ୍କ ଆବେଦନ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତାଙ୍କର ପିଇଟି-ସିଟି ସ୍କାନ୍ କରାଇବେ। ତେଣୁ ଆତ୍ମସମର୍ପଣ କରିବାକୁ ଆଉ ୭ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ [...]
ओडिया समाचारଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତରେ ନବୀନ
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ପ୍ରମୁଖ ରାଜନୈତିକ ଦଳ ସବୁ ଜୋରଦାର ପ୍ରଚାର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ଓ ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କେନ୍ଦ୍ରାପଡା ବାରୋ ପଡିଆରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ [...]
ओडिया समाचारପୁଣେ କାର୍ ଦୁର୍ଘଟଣା: ରକ୍ତ ନମୁନାରେ ହେରଫେର୍ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୁଇ ଡ଼ାକ୍ତର ଗିରଫ
ପୁଣେ: ରକ୍ତ ନମୁନାରେ ହେରଫେର୍ କରିବା ଏବଂ ପୋର୍ସ କାର୍ ଦୁର୍ଘଟଣା ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁଣେ ପୋଲିସ ସ୍ଥାନୀୟ ସସୁନ୍ ସର୍ବୋପଚାର ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ହସ୍ପିଟାଲର ଫରେନସିକ୍ ବିଭାଗର ମୁଖ୍ୟ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି। କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟ ବାଳକ [...]
ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପିଇଓ

ओडिया समाचारଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପିଇଓ
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ପିଇଓ । କଳାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସନ୍ୟାସୀ ନାୟକଙ୍କୁ ଧରିଛି ଭିଜିଲାନ୍ସ। କାଗଜପତ୍ର କାଗଜପତ୍ର କାମ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସନ୍ୟାସୀ ନାୟକ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି

ओडिया समाचारଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି
ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି। ଏହି କ୍ରମରେ ତିନିରଥ ମହାରଣା ସେବକମାନେ ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏଥି ସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର (ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ପ୍ରେମ) ନିର୍ମାଣ ଶେଷ କରି ଚକରେ [...]
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
ଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ

ओडिया समाचारଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
ओडिया समाचारକେକେଆର୍ ଆଇପିଏଲ୍ ଚାମ୍ପିୟନ, ସନରାଇଜର୍ସକୁ ହରାଇ ଜିତିଲା ତୃତୀୟ ଟାଇଟଲ୍
ଚେନ୍ନାଇ: ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍-୨୦୨୪ର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଏକତରଫା ଫାଇନାଲରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଛି। ଦଳ ୧୦ ବର୍ଷ ପରେ ଜିତିଛି ଆଇପିଏଲ୍ ଟ୍ରଫି | ଶେଷ ଥର କେକେଆର୍ ଗୌତମ ଗମ୍ଭୀରଙ୍କ ନେତୃତ୍ଵରେ ୨୦୧୪ରେ ଚାମ୍ପିୟନ ହୋଇଥିଲା। ଏବେ ଗମ୍ଭୀର ଦଳର ମେଣ୍ଟର ରହିଥିବା ବେଳେ କେକେଆର୍ ପୁଣି ଟାଇଟଲ ଜିତିଛି। ରବିବାର [...]
