ओडिया समाचारଭୁବନେଶ୍ବର ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ଷଷ୍ଠ ପର୍ଯ୍ୟାୟ ( ଓଡ଼ିଶାରେ ତୃତୀୟ )ରେ ୧୧୨- ଭୁବନେଶ୍ବର ମଧ୍ୟ , ୧୧୩- ଭୁବନେଶ୍ବର ଉତ୍ତର , ୧୧୪- ଭୁବନେଶ୍ବର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ଏକକାଳୀନ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ବୃଦ୍ଧି ପାଇଛି । ଏଥିପାଇଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ [...]
ओडिया समाचार‘ବିଏସକେୱାଇ’ ଦେଲା ନୂଆ ଜୀବନ: ନୂଆପଡ଼ାରେ ମେରୁଦଣ୍ଡ ଅସ୍ତ୍ରୋପଚାର
ନୂଆପଡ଼ା: ନୂଆପଡ଼ା ଜିଲା ଭଳି ଉପାନ୍ତ ଅଞ୍ଚଳରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡା.ବିପୁଲ ଗର୍ଗଙ୍କ ପ୍ରଚେଷ୍ଟାରେ ବିଏସକେୱାଇ କାର୍ଡରେ ସଫଳ ଚିତ୍ର ସାମନାକୁ ଆସିଛି। ସଦର ମହକୁମାରେ ଥିବା ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ଅନୁସାରେ, କୋମନା ବ୍ଲକ ନୂଆଗାଁର ଦେବେନ୍ଦ୍ର ଭୋଇ(୫୫) ବେକରେ ଯନ୍ତ୍ରଣା ଅନୁଭବ କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାସହ ତାଙ୍କ ୨ ହାତ କାର୍ଯ୍ୟକ୍ଷମ ହେଉ ନଥିଲା। ଶରୀରର [...]
ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାକୁ ମନୁଷ୍ୟକୃତ କହିଲେ ଗୁଜରାଟ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍

ओडिया समाचारରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାକୁ ମନୁଷ୍ୟକୃତ କହିଲେ ଗୁଜରାଟ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ରାଜକୋଟ ଗେମ୍ ଜୋନ ଅଗ୍ନିକାଣ୍ଡ ଘଟଣାର ସଜ୍ଞାନ ନେଇଛନ୍ତି । ହାଇକୋର୍ଟ ଏହି ଘଟଣାକୁ ମନୁଷ୍ୟକୃତ ବୋଲି କହିଛନ୍ତିି । ଏହି ଗେମ୍ ଜୋନ୍ କେଉଁ ନିୟମ ଆଧାରରେ ଚାଲିଥିଲା ସେନେଇ ରାଜ୍ୟ ସରକାର, ରାଜକୋଟ ନଗର ନିଗମକୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତିି କୋର୍ଟ। ସହରର ଟିଆରପି ଗେମ୍ ଜୋନରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୨ ଜଣ [...]
ओडिया समाचारଏକ ସଙ୍ଗେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଏକ ସଙ୍ଗେ ପ୍ରକାଶ ପାଇଛି । କଳାରେ ପାସ୍ ହାର ରହିଛି ୮୦.୯୫ ପ୍ରତିଶତ ରହିଛି । ବିଜ୍ଞାନରେ ୮୬.୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରହିଛି ବାଣିଜ୍ୟରେ ପାସ୍ ହାର ରହିଛି ୮୨.୨୭ ପ୍ରତିଶତ। ଧନ୍ଦାମୂଳକ [...]
କାନ୍ସରେ ପୁରସ୍କାର ଜିତିଥିବା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ओडिया समाचारକାନ୍ସରେ ପୁରସ୍କାର ଜିତିଥିବା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର – ମର୍ଯ୍ୟାଦାଜନକ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ପାୟଲ କାପାଡିଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ଅଲ୍ ଉଇ ଇମାଜିନ ଲାଇଟ’ ପ୍ରତିଯୋଗିତା ବିଭାଗରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରିଛି । କାନ୍ସ ଚଳଚ୍ଚିତ୍ର ଉତ୍ସବର ପ୍ରତିଯୋଗିତା ବିଭାଗରେ ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର। ଏହି ସଫଳତା ପାଇଁ ପାୟଲ କାପାଡିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାୟଲ କାପାଡିଆଙ୍କ ଉଲ୍ଲେଖନୀୟ ସଫଳତା ଭାରତୀୟ ସିନେମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି [...]
ओडिया समाचारମାଟ୍ରିକ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି ନବୀନ। ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସମସ୍ତେ ଜୀବନରେ ସଫଳ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଫଳତାର ଶୀର୍ଷରେ ସମସ୍ତ ପହଞ୍ଚନ୍ତୁ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ओडिया समाचारପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ : ଖୋର୍ଦ୍ଧା ଏସପି
ଖୋର୍ଦ୍ଧା – ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ତଥା ଏବର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି ଅବିନାଶ କୁମାର । ସେ କହିଛନ୍ତି ଯେ, ବୁଥର ସିସିଟିଭି ଯାଞ୍ଚ ହୋଇନି। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ [...]
ଇତିହାସ ରଚିଲେ ପାୟଲ କପାଡ଼ିଆ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ସମ୍ମାନଜନକ ‘ଗ୍ରାଣ୍ଡ ପ୍ରି’ ପୁରସ୍କାର

ओडिया समाचारଇତିହାସ ରଚିଲେ ପାୟଲ କପାଡ଼ିଆ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ସମ୍ମାନଜନକ ‘ଗ୍ରାଣ୍ଡ ପ୍ରି’ ପୁରସ୍କାର
କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପୁଣି ଏକ ସମ୍ମାନ। ଚଳଚ୍ଚିତ୍ର ନିର୍ମାତା ପାୟଲ କପାଡ଼ିଆ ତାଙ୍କ ଚଳଚ୍ଚିତ୍ର ‘ଅଲ୍ ଉଇ ଇମାଜିନ୍ ଏଜ୍ ଲାଇଟ୍’ ପାଇଁ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ଗ୍ରାଣ୍ଡ୍ ପ୍ରି’ ପୁରସ୍କାର ଜିତିଛନ୍ତି । ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି ପାୟଲ। ”ପାମ୍ ଡି’ଓର୍” ପରେ ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର। ଆମେରିକୀୟ ନିର୍ଦ୍ଦେଶକ ସିନ ବେକରଙ୍କ [...]
ओडिया समाचारମାଟ୍ରିକ ପରୀକ୍ଷା ଫଳ : ମାର୍କ ରିଚେକିଂ ପାଇଁ ମେ’ ୨୯ରୁ ଆବେଦନ
କଟକ – ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଂ କରିପାରିବେ । ମେ’ ୨୯ରୁ ଆରମ୍ଭ ହେବ ରିଚେକିଂ ପାଇଁ ଆବେଦନ । ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ । ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) [...]
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୦୭ ପ୍ରତିଶତ, ଝିଅଙ୍କ ପାସ୍ ହାର ଅଧିକ
କଟକ – ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ୯୬ ଦଶମିକ ୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ୨ ହଜାର ୬୪୪ଟି ସ୍କୁଲର ପାସ୍ହାର ଶତ [...]
