ओडिया समाचारଟି-୨୦ ବିଶ୍ୱକପ: ପ୍ରଥମ ବ୍ୟାଚ୍ ଭାରତୀୟ ଖେଳାଳିଙ୍କ ଆମେରିକା ଯାତ୍ରା
ନୂଆଦିଲ୍ଲୀ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍ ଶନିବାର ଆମେରିକା ଯାତ୍ରା କରିଛନ୍ତି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମରା, ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ ଏବଂ ଅନ୍ୟ କିଛି ଖେଳାଳି ମୁମ୍ବାଇ ବିମାନବନ୍ଦରରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମ ବ୍ୟାଚ୍ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, [...]
ओडिया समाचारଚାରି ଜିଲ୍ଲାରେ ବାତ୍ୟା ‘ରେମାଳ’ର ପ୍ରଭାବ ନେଇ ସମୀକ୍ଷା କଲେ ଏସଆରସି
ଭୁବନେଶ୍ୱର – ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ରେମାଳ । ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା – ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ବାତ୍ୟା ରେମାଳ ସମ୍ଭାବ୍ୟ ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି ଏସ ଆରସି । ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ [...]
ओडिया समाचारରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ
ଭୁବନେଶ୍ବର – ରାଜ୍ୟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହାରାହାରି ୭୧ ପ୍ରତିଶତ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ)ଙ୍କ ପକ୍ଷରୁ ସୂଚନା ମିଳିଛି। ମେ’ ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ସିଇଓଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵରରେ ୬୦.୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୫.୪୩ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୧.୯୩, ପୁରୀରେ ୭୨.୩୭ ଏବଂ [...]
ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ

ओडिया समाचारଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ
ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ। ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | [...]
ओडिया समाचारହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀର ବିବେକ ବିହାରରେ ଥିବା ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଉ ୫ ପିଲାଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ ରାତି ୧୧:୩୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ମୋଟ ୧୬ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବେବି କେୟାର କେନ୍ଦ୍ରରେ ଲାଗିଥିବା [...]
ବଙ୍ଗୋପସାଗରରେ ବାତ୍ୟା ‘ରେମାଲ୍’ : ଆଜି ମଧ୍ୟରାତିରେ ଲ୍ୟାଣ୍ଡଫଲ୍, ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

ओडिया समाचारବଙ୍ଗୋପସାଗରରେ ବାତ୍ୟା ‘ରେମାଲ୍’ : ଆଜି ମଧ୍ୟରାତିରେ ଲ୍ୟାଣ୍ଡଫଲ୍, ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ
ଭୁବନେଶ୍ବର – ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ‘ରେମାଲ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ରହିପାରେ । ତେବେ, ଏହି ବାତ୍ୟାର ସିଧା ସଳଖ ପ୍ରଭାବ [...]
ओडिया समाचारଆଜି ପ୍ରକାଶ ପାଇବ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆଜି ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଏକା ସଙ୍ଗେ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଦିନ ସାଢେ ୧୦ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବ । ପୂର୍ବାହ୍ନ ସାଢେ ୧୧ଟାରେ ବୋର୍ଡ [...]
ओडिया समाचारଇଭିଏମ ଭଙ୍ଗା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଖୋର୍ଦ୍ଧା – ବର୍ତ୍ତମାନର ଚିଲିକା ବିଧାୟକ ତଥା ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଗଦ୍ଦେବ ବୋଲଗଡ଼ କାଉଁରିପାଟଣା ବୁଥରେ ପଶି ଇଭିଏମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ସେ ମଧ୍ୟ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଗଦ୍ଦେବଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଜେଲକୁ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁରପ୍ରସୁନ ବରଷହିଂ ହରଷି କରହିଂ ଅପଛରା ଗାନ। ଚଲେ ଅବଧପତି ଅବଧପୁର ମୁଦିତ ବଜାଇ ନିସାନ ॥ ଭାବାର୍ଥ :- ବରଯାତ୍ରୀଙ୍କ ବିଦାୟକାଳୀନ ଦୃଶ୍ୟକୁ ଦେଖି ସବୁ ଦେବତାମାନେ ଆନନ୍ଦ ମନରେ ପୁଷ୍ପ ବୃଷ୍ଟି କରୁଥାନ୍ତି ଆଉ ସ୍ୱର୍ଗର ଅପସରାମାନେ ମଙ୍ଗଳ ଗୀତ ଗାଉ ଥାଆନ୍ତି। ଅବଧପତି ମହାରାଜା ଦଶରଥ ମଙ୍ଗଳବାଦ୍ଯ ନଗାଡା ବଜାଇ ଆନନ୍ଦ ମନରେ ଜନକପୁର ରୁ ଅଜୋଧ୍ୟା ଅଭିମୂଖେ ବାହାରିଲେ ।
ଗୀତା ଉପଦେଶ: ଯେଉଁ ବ୍ୟକ୍ତି ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତି ହୋଇଯାଏ ସିଏ କେଉଁଥିରେ ମଧ୍ୟ ବିଚଳିତ ହୋଇନଥାଏ

ओडिया समाचारଗୀତା ଉପଦେଶ: ଯେଉଁ ବ୍ୟକ୍ତି ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତି ହୋଇଯାଏ ସିଏ କେଉଁଥିରେ ମଧ୍ୟ ବିଚଳିତ ହୋଇନଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ। ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ। ଅର୍ଥାତ୍: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ।
