ओडिया समाचारନୂଆ ଫୌଜଦାରୀ ଆଇନ ବିରୋଧରେ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିନି ନୂଆ ଫୌଜଦାରୀ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ତିନି ଫୌଜଦାରୀ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଆଇନ । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ତିନି ଆଇନକୁ ଚ୍ୟାଲେଞ୍ଜ କରିଥିଲେ। ଏହି ତିନି ନୂଆ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନକାରୀ ଦାବି କରିଥିଲେ। ସେ ଯୁକ୍ତି [...]
କନ୍ଧମାଳରେ ମତଦାନ ଜାରି: ୮ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ
ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାର ୩, ବୌଦ୍ଧ ଜିଲ୍ଲାର ୨ଟି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମତଦାନ ଜାରି ରହିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଓ ଜି.ଉଦୟଗିରି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରାଯାଉଛି। ମୋଟ ୮ ଜଣ ସାଂସଦ ପ୍ରାର୍ଥୀଙ୍କ ନିୟତି ଧାର୍ଯ୍ୟ କରୁଛନ୍ତି [...]
ओडिया समाचारଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଲକାନଗିରିର ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟଙ୍କ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ୪୩୦ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ଦାଶରଥୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ବିଭାଗ । [...]
ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ
ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ [...]
ओडिया समाचारଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ
ଭୁବନେଶ୍ୱର – ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ଚାଲିଛି । ଆଜି ୫ଟି ଲୋକସଭା ଓ ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଉପରେ ସମସ୍ତଙ୍କର ନଜର ରହିଛି। ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୫.୩୧ ପ୍ରତିଶତ ରହିଛି। ବରଗଡରେ ସର୍ବାଧିକ ୩୮ ଦଶମିକ ୧୮ ପ୍ରତିଶତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ଆସ୍କାରେ ୩୪.୩୮ [...]
ओडिया समाचारଇରାନ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରାନ ରାଷ୍ଟ୍ରପତି ରଇସିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ରେ କହିଛନ୍ତିି, “ଇରାନ ରାଷ୍ଟ୍ରପତି ଡକ୍ଟର ସୟେଦ ଇବ୍ରାହିମ ରଇସିଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ [...]
ओडिया समाचारଆଜିଠାରୁ ସିଆଇଏସ୍ଏଫ୍ ହାତରେ ସଂସଦର ସୁରକ୍ଷା ଦାୟିତ୍ବ, ମୁତୟନ ହେବେ ୩୩୦୦ ସଶସ୍ତ୍ର ଯବାନ
ନୂଆଦିଲ୍ଲୀ: ସିଆଇଏସ୍ଏଫ୍ ତଥା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ଆଜିଠାରୁ ସଂସଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ସଂସଦର ସୁରକ୍ଷା ସିଆରପିଏଫ୍ ଉପରେ ନ୍ୟସ୍ତ ଥିଲା । କିନ୍ତୁ ଗତ ବର୍ଷ ଦୁଇଜଣ ଯୁବକ ସଂସଦରେ ପଶି ବିରୋଧ ପ୍ରଦର୍ଶନ କରିବା ପରେ ଗଣତନ୍ତ୍ରର ମନ୍ଦିରର ସୁରକ୍ଷାର ସମୀକ୍ଷା ହୋଇଥିଲା । ସଂସଦର ସୁରକ୍ଷା ପାଇଁ ବିସ୍ତୃତ ପଦକ୍ଷେପ ନେବାକୁ ବାଚସ୍ପତି ଓମ୍ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ଏହା ପରେ ସଂସଦର ସୁରକ୍ଷା ଗୃହ [...]
ओडिया समाचारହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, କେହି ବି ଜୀବିତ ନଥିବା ସୂଚନା
ତେହେରାନ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବିଦେଶ ମନ୍ତ୍ରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଦାବି କରିଛି। ବହୁ ଘଣ୍ଟାର ଉଦ୍ୟମ ପରେ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି । ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ରବିବାର ଇରାନ ସୀମାନ୍ତ ଆଜରବାଇଜାନର ଘଞ୍ଚ ତଥା ପାର୍ବତ୍ୟ [...]
ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୪୯ ଆସନରେ ଚାଲିଛି ଭୋଟ ଗ୍ରହଣ; ରାଜନାଥ, ସ୍ମୃତି, ରାହୁଲଙ୍କ ଭାଗ୍ୟ ପରୀକ୍ଷା

ओडिया समाचारପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୪୯ ଆସନରେ ଚାଲିଛି ଭୋଟ ଗ୍ରହଣ; ରାଜନାଥ, ସ୍ମୃତି, ରାହୁଲଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ସୋମବାର (ମେ ୨୦) ଆରମ୍ଭ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ହେଉଛି ଭୋଟ ଗ୍ରହଣ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା [...]
ओडिया समाचारଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଚର୍ଚ୍ଚିତ ଆସନ ଓ ପ୍ରମୁଖ ପ୍ରାର୍ଥୀ
ଭୁବନେଶ୍ବର – ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ୩୦୫ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୭୯ ଲକ୍ଷରୁ ଅଧିକ ଭୋଟର। ଏହି ପର୍ଯ୍ୟାୟରେ ୧୫ରୁ ଅଧିକ ହେଭିୱଟ ନେତା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କା ସଂସଦୀୟ କ୍ଷେତ୍ରର ହିଞ୍ଜିଳି ବିଧାନସଭା ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ରର କଣ୍ଟାବାଞ୍ଜି ବିଧାନସଭା [...]
