କଟକ-କଟକ ଜିଲ୍ଲାର ତିଗିରିଆ, ନରସିଂହପୁର ଓ ବଡମ୍ବାରେ ବ୍ୟାପୁଥିବା କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ଟାସ୍କଫୋର୍ସ ଗଠିତ ହୋଇଛି । ଟାସ୍କ ଫୋର୍ସରେ ଆରଏମଆରସି, ଏସସିବି ସହିତ ରାଜ୍ୟ ବାହାରର ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । କିଡନି ରୋଗ ବ୍ୟାପିବାର କାରଣ ଅନୁସନ୍ଧାନ କରିବା ସହ ନିରାକରଣର ବାଟ ବାହାର କରିବ ଟାସ୍କ ଫୋର୍ସ । ଟାସ୍କ ଫୋର୍ସ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।
Comments are closed.