Browsing Tag

Cuttack district

କୋଭିଡ ଟିକାକରଣରେ କଟକ ଜିଲ୍ଲା ପଛୁଆ, ଟିକା ନ ନେଲେ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି

କଟକ- କୋଭିଡ ଟିକାକରଣରେ କଟକ ଜିଲ୍ଲା ଟିକେ ପଛେଇ ଯାଇଥିବାରୁ ଜିଲ୍ଲାପାଳ ଆପଣାଇଛନ୍ତି ଅଭିନବ ଉପାୟ ।ବହୁସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଟିକା ପାଇଁ ପଂଜିକରଣ କରିଥିଲେ ମଧ୍ୟ ଟିକା ନେବା ପାଇଁ ଆସିନାହାନ୍ତି । ତେଣୁ ରାଜ୍ୟରେ କଟକ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ।…

କଟକ ଜିଲ୍ଲାରେ କିଡନୀ ରୋଗର ଅନୁଧ୍ୟାନ ପାଇଁ ଟାସ୍କଫୋର୍ସ ଗଠିତ

କଟକ-କଟକ ଜିଲ୍ଲାର ତିଗିରିଆ, ନରସିଂହପୁର ଓ ବଡମ୍ବାରେ ବ୍ୟାପୁଥିବା କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ଟାସ୍କଫୋର୍ସ ଗଠିତ ହୋଇଛି । ଟାସ୍କ ଫୋର୍ସରେ ଆରଏମଆରସି, ଏସସିବି ସହିତ ରାଜ୍ୟ ବାହାରର ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । କିଡନି ରୋଗ ବ୍ୟାପିବାର କାରଣ ଅନୁସନ୍ଧାନ କରିବା ସହ ନିରାକରଣର…