ସ୍ୱାଭିମାନ ଅଂଚଳରୁ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି- ସ୍ୱାଭିମାନ ଅଂଚଳରୁ ବିଏସଏଫ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିବା ସୂଚନା ମିଳିଛି । ସ୍ୱାଭିମାନ ଅଂଚଳର ପିପଲପଦରଠାରୁ ନାକାମାମୁଡି ମଧ୍ୟରେ ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ବିଏସଏଫ ଆସିଷ୍ଟାଂଟ୍ କମାଣ୍ଡାଂଟ୍ ବିଜୟ ପଲ୍‌ଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଚାଲୁଥିଲା ।

Comments are closed.