ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ସୁ୍‌ସ୍ଥ ହେଲେ ଆଉ ୪ ହଜାର ୩୮୦ କୋରୋନା ଆକ୍ରାନ୍ତ, ସୁସ୍ଥଲୋକଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ପାର

୨.ବଢିଲା ଯୁକ୍ତ ତିନି ନାମଲେଖା ଅବଧି

୩.ଏହି ମାସ ୧୨ରୁ ୧୯ ଯାଏଁ ଓଜେଇଇ, ଦିନକୁ ତିନି ସିଫ୍ଟରେ ହେବ ପରୀକ୍ଷା, ୫ରୁ ମିଳିବ ଆଡମିଟ୍ କାର୍ଡ

୪.ଦିଲ୍ଲୀରେ ପହଂଚିଲା ଭାରତର ଭିଭିଆଇପି ସ୍ୱତନ୍ତ୍ର ବିମାନ – ‘ଏୟାର ଇଣ୍ଡିଆ ୱାନ୍‌’

୫.ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଅଧିସୂଚନା ଜାରି, ଆସନ୍ତା ୨୮ରେ ୭୧ ଆସନରେ ମତଦାନ

୬.ଅଦାଲତ ଅବମାନନା ମାମଲା : ୧ ଟଙ୍କା ଜୋରିମାନା ଦେଲା ପରେ ବି ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ

୭.ଯୈାନ ନିର୍ଯାତନା ଅଭିଯୋଗ : ସମନ ପରେ ଥାନରେ ହାଜର ହେଲେ ଅନୁରାଗ କଶ୍ୟପ

୮.ହାଥ୍ରସ ପରେ ୟୁପିରେ ବଳରାମପୁରରେ ବର୍ବରତା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ହସପିଟାଲ ନେବା ବାଟରେ ଆଖି ବୁଜିଲେ ପୀଡିତା

Comments are closed.