ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

  1. କିଛି ଲୋକଙ୍କ ଦାୟିତ୍ୱହୀନତା ହିଁ କୋରୋନା ସଂକ୍ରମଣ ବଢାଉଛି : ଏସଆରସି
  2. ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ଓଡିଶା-ଜେଇଇ ପରୀକ୍ଷା ଘୁଂଚିଲା, ପରେ ଘୋଷଣା ହେବ ନୂଆ ତାରିଖ
  3. ହିଂଜିଳରେ କୋରୋନା ବିରୋଧୀ ଲଢେଇରେ ବେଶ୍ ସଫଳ ନବୀନଙ୍କ ‘ଗୋଷ୍ଠୀ ସହଭାଗିତା’ ମଡେଲ୍
  4. ମାଲକାନଗିରି ସ୍ୱାଭିମାନ ଅଂଚଳରେ ବିକାଶର ଆଉ ଏକ ପଦକ୍ଷେପ, ଆରମ୍ଭ ହେଲା 4G ମୋବାଇଲ ସେବା
  5. କୋରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଆଜିଠାରୁ ବିଏମସିର ‘ସଂପର୍କ’ ଅଭିଯାନ
  6. ଗ୍ରାହକଙ୍କୁ ଏଲପିିଜି ସିଲିଣ୍ଡର ବିତରଣ କରୁଛନ୍ତି ରଂଗେଇଲୁଣ୍ଡା ବ୍ଲକର ମହିଳା ଏସଏଚଜି ସଦସ୍ୟ, ଏ ବର୍ଷ ଡିଲରସିପ୍‌ରୁ ୫୦ ଲକ୍ଷ ଟଙ୍କାର ଅଧିକ କାରବାର
  7. ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଦୁଇମାସ ପୂରିଲା, ଆଜି ଆସିବ ପତ୍ନୀ ବିଦ୍ୟାଶ୍ରୀ ଓ ତିନି ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟର ରିପୋର୍ଟ
  8. ପାଂଚ ମାସ ପରେ ଦିଲ୍ଲୀରେ ପୁଣି ଗଡିଲା ମେଟ୍ରୋ ଟ୍ରେନ, କୋଭିଡ କଟକଣା ମଧ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ମେଟ୍ରୋ ଚଳାଚଳା
  9. ସୁସ୍ଥ ହେଲା ପରେ ପୁଣି କୋରୋନା ସଂକ୍ରମିତ ହେଲେ ବେଙ୍ଗଳୁରୁ ମହିଳା
  10. କୋରୋନା ପ୍ରକୋପ : ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୭ ହଜାର ୫୪୯, ଆମେରିକାରେ ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ୍

Comments are closed.