ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ନବୀନଙ୍କ ବାର୍ତା

ଭୁବନେଶ୍ୱର – ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତାରେ ନବୀନ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସାରାବିଶ୍ୱରେ ଶିକ୍ଷା ଓ ଶିକ୍ଷାଦାନ ଶୈଳୀ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ତାଙ୍କ ସରକାର ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଏକ କ୍ଷମତାସଂପନ୍ନ ସମାଜ ସୃଷ୍ଟି ପାଇଁ ଆଜୀବନ ଶିକ୍ଷାଦାନ ପ୍ରତି ତାଙ୍କ ସରକାର ପ୍ରତିଶ୍ରୁତବଦ୍ଧ ବୋଲି ଟ୍ୱିଟ୍ କରି କହିଛନ୍ତି ନବୀନ ।

Comments are closed.