ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.କୋଭିଡ ମହାମାରୀ ବିରୋଧୀ ଲଢେଇରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ , ସୁସ୍ଥ ସଂଖ୍ୟା ୨ ଲକ୍ଷ ପାର

୨.ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ, ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୯ରେ ଆସୁଛି ଆଉ ଏକ ଲଘୁଚାପ

୩.ପ୍ଲାଜମା ସଂଗ୍ରହରେ ରାଉରକେଲା ଆଇଜିଏଚ ରାଜ୍ୟରେ ପ୍ରଥମ, ଏ ଯାଏଁ ୧୦୪ ଜଣଙ୍କଠାରୁ ପ୍ଲାଜମା ସଂଗ୍ରହ

୪.ବିହାର ବିଧାନସଭା ନିର୍ବାଚନରେ ଜେଡିୟୁର ହାତ ଛାଡିବ ଏଲଜେପି, କିନ୍ତୁ ବିଜେପି ସହ ରହିବ

Comments are closed.