ନ୍ୟୁଜରୁମ୍ : ସକାଳର ଖବର

୧.ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୭୨ ଆକ୍ରାନ୍ତ , ୨ ଲକ୍ଷ ୩୮ ହଜାର ପାର କଲା ସୁସ୍ଥଙ୍କ ସଂଖ୍ୟା

୨.ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଆଥେୟାଙ୍କ ୯୧ ବର୍ଷ ବୟସରେ ପରଲୋକ

୩.ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଂଚଳ ଗସ୍ତ ନେଇ ଓଟିଭି ଖବର ବିଭ୍ରାନ୍ତିକର : ଭାରତୀୟ ବିମାନ ପ୍ରାଧିକରଣର ବିବୃତିରୁ ସ୍ପଷ୍ଟ

୪.ଟିଆରପି ଜାଲିଆତି ପ୍ରଭାବ : ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ସର୍ଭେ ୮ରୁ ୧୨ ସପ୍ତାହ ବନ୍ଦ ରଖିବ ବିଏଆରସି

୫.କୋଟିପତି ହିନ୍ଦି ଶିକ୍ଷକ ଭୁବନାନନ୍ଦ ସାହୁ ଗିରଫ

୬.ସାରୁଅ ଜମି କେଳେଙ୍କାରୀ ମାମଲା, ପ୍ରଶାସନ ପକ୍ଷରୁ ଜମି ଜବରଦଖଲ ଉଚ୍ଛେଦ ଆରମ୍ଭ

 

Comments are closed.