ନ୍ୟୁଜରୁମ୍ : ସକାଳର ଖବର

୧.ନିଟ୍ ୨୦୨୦ରେ ଓଡିଶାର ସୋଏବ ଅଫତାବ ଟପ୍ପର

୨.ଆଦିବାସୀ ମହିଳା ହୋଇଥିବାରୁ ମୋତେ ବଦନାମ କରିବାକୁ ହୀନ ଉଦ୍ୟମ ହେଉଛି : ଚନ୍ଦ୍ରାଣୀ ମୁର୍ମୁ

୩.ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି

୪.ବଙ୍ଗୋପ ସାଗରରେ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ

୫.ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା, ରାଜ୍ୟରେ ଆଗକୁ କମିବ କୋରୋନା ସଂକ୍ରମଣ, ଶୀତ ଦିନ ପାଇଁ ସତର୍କ ରହିବାକୁ ଆହ୍ୱାନ

୬.କୋରୋନା ସମୟରେ ଦିଆଯାଇଛି ହାତଖୋଲା କେନ୍ଦ୍ରୀୟ ସହାୟତା : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୭.ନଭେମ୍ବର ପହିଲାରୁ ନୂଆ ବ୍ୟବସ୍ଥା, ବିନା ଓଟିପିରେ ମିଳିବ ନାହିଁ ଏଲପିଜି ସିଲିଣ୍ଡର, ପ୍ରଥମେ ଦେଶର ୧୦୦ ସ୍ମାର୍ଟସିଟିରେ ହେବ କାର୍ଯ୍ୟକାରୀ

Comments are closed.