ନ୍ୟୁଜରୁମ୍ : ସକାଳର ଖବର

୧.ଜାନୁଆରୀ ପହିଲାରୁ ସବୁ ଚାରି ଚକିଆ ଯାନ ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ

୨.ଓଡ଼ିଆ ଝିଅ ଅଦିତି ସିଡିଏସ୍ ଟପ୍ପର

୩.ସରୁଅ ଜମି ହଡପ ମାମଲାରେ ବୈଜୟନ୍ତଙ୍କ ଗିରଫ ଦାବି କଲା ଓଡିଶା ଦଳିତ ଆଦିବାସୀ ମହିଳା ମଂଚ

୪.ଏସସି,ଏସଟି ପିଲାଙ୍କ ପାଇଁ ରାଜ୍ୟରେ ମାଟ୍ରିକ ପରବର୍ତୀ ସ୍କଲାରସିପରେ ପରିବର୍ତନ ହେବ ନାହିଁ

୫.ଭୁବନେଶ୍ୱରରୁ ପୁରୀ ଚାଲାଣ ବେଳେ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ

୬.ବଲିଉଡ୍ ଡ୍ରଗ୍ସ ଲିଙ୍କ୍‌: ପ୍ରଯୋଜକଙ୍କ ପତ୍ନୀ ଗିରଫ

୭.ସୁରକ୍ଷାବଳ-ଆତଙ୍କବାଦୀ ସଂଘର୍ଷ: ୩ ଯବାନ ଶହୀଦ

୮.କରୋନା ଭୟ: ଅର୍ଣ୍ଣବ ଅଲିବାଗ୍‌ରୁ ନବି ମୁମ୍ବାଇ ଜେଲଙ୍କୁ ସ୍ଥାନାନ୍ତର

Comments are closed.