ନ୍ୟୁଜରୁମ୍ : ସକାଳର ଖବର

୧.ସ୍ୱାଭିମାନ ଅଂଚଳ ବାସିନ୍ଦାଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ, କହିଲେ, ସାମଗ୍ରିକ ବିକାଶକୁ ଦିଆଯାଉଛି ପ୍ରାଧାନ୍ୟ, ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ଅନୁରୋଧ

୨.ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍ ଅନୁମୋଦନ, ଏଣିକି ଅନଲାଇନ ଡୋନେସନ ବ୍ୟବସ୍ଥା ବି ଆରମ୍ଭ ହେବ

୩.ନଭେମ୍ବର ୧୯ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ

୪.ଲୋକଙ୍କ ଏଟିଏମ କାର୍ଡ ବଦଳାଇ କୌଶଳକ୍ରମେ ଟଙ୍କା ଲୁଟୁଥିବା ୨ ଲୁଟେରା ଗଞ୍ଜାମ ଜିଲ୍ଲାରୁ ଗିରଫ

୫.ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ : ‘ପୁରୀ କେଉଁଠି ଅଛି ଭାରତର ଲୋକେ ଜାଣି ନ ଥିଲେ’, ଅପମାନଜନକ ମନ୍ତବ୍ୟ ପାଇଁ ରାଜ୍ୟ ବିଜେପି ନେତ୍ରୀଙ୍କୁ କଡା ସମାଲୋଚନା କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

୬.ପୁରୀ ବାବଦରେ ଲେଖାଶ୍ରୀଙ୍କ ବୟାନକୁ ବିଜେଡି ଓ କଂଗ୍ରେସ ନେତାଙ୍କ କଡା ସମାଲୋଚନା, ସୌମ୍ୟରଂଜନ କହିଲେ, ଶସ୍ତା ମନ୍ତବ୍ୟ ଦେବାରୁ ବିରତ ହୁଅନ୍ତୁ ଲେଖାଶ୍ରୀ

୭.ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣରେ
କଟକଣା

୮.ଯାତ୍ରୀ ହେଉନାହାନ୍ତି, ବନ୍ଦ ହେବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍

୯.କ୍ୟୁଆରଏସ୍ଏଏମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

୧୦.ସିବିଏସ୍‌ଇ ପରୀକ୍ଷା ଫି’ ଛାଡ଼ ନେଇ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

୧୧.ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଜୈଶ୍ ର ଦୁଇ ଆତଙ୍କବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ

୧୨.ଇସଲାମିକ ଷ୍ଟଡିଜ୍ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେଲେ ହିନ୍ଦୁ ଯୁବକ

୧୩.ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ପ୍ରତ୍ୟାହାର କଲା ଟ୍ରମ୍ପ ଗୋଷ୍ଠୀ

୧୪.‘ହୁ’ରେ ବ୍ୟାପିଲା କରୋନା, ୬୫ କର୍ମଚାରୀ ସଂକ୍ରମିତ

୧୫.ଏମପିଏଲ୍ ସ୍ପୋର୍ଟ୍ସ ହେଲା ଟିମ୍ ଇଣ୍ଡିଆର ନୂଆ କିଟ୍ ପ୍ରାୟୋଜକ

Comments are closed.