ନ୍ୟୁଜରୁମ: ସକାଳର ଖବର

୧.୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ, ୧୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ, ମହାମାରୀକୁ ଆଖି ଆଗରେ ରଖି ‘ଆବଂଟନର ପୁନଃ ପ୍ରାଥମିକତା’ ଉପରେ ଜୋର୍

୨.ସାରୁଅ ଜମି ଦୁର୍ନୀତି ମାମଲାରେ ଓଆଇପିଏଲକୁ ଶକ୍ତ ଧକକା , ମାମଲା ରଦ୍ଦ ଆବେଦନ ହାଇକୋର୍ଟରେ ଖାରଜ, ଅନ୍ତରୀଣ ସୁରକ୍ଷା ହଟିଲା ପରେ ପଣ୍ଡା ଦମ୍ପତିଙ୍କ ପାଇଁ ଅଡୁଆ ବୃଦ୍ଧି

୩.ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ, କାମ ନ ହେବାରୁ କଲେ ଏଭଳି କାଣ୍ଡ

୪.କୋରୋନାର ଦ୍ୱିତୀୟ ପ୍ରବାହ ଆଶଙ୍କା : ବନ୍ଦ ହେବ ନାହିଁ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସପିଟାଲ୍‌, ବଦଳିଲା ପୂର୍ବ ନିଷ୍ପତି

୫.ୟୁଟ୍ୟୁବରଙ୍କ ବିରୋଧରେ ୫୦୦ କୋଟିର ମାନହାନି ମକଦ୍ଦମା କଲେ ଅକ୍ଷୟ

୬.ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ୨୬/୧୧ ବାର୍ଷିକୀରେ ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ

୭.ବନ୍ଦ ହୋଇପାରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ବିମାନ ଓ ଟ୍ରେନ ସେବା

୮.କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ, ଟିକା ନେଲେ ହରିୟାଣା ମନ୍ତ୍ରୀ

୯.ଦୁଇମାସ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

୧୦.ଆଇସିସିର ନୂଆ ନିୟମ: କ୍ରିକେଟ୍ ଖେଳିବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ହେବା ଆବଶ୍ୟକ

Comments are closed.