ନ୍ୟୁଜରୁମ: ସକାଳର ଖବର

୧.ସ୍କୁଲ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ, ସବୁ ଦୃଷ୍ଟିକୋଣକୁ ବିଚାର କରି ନିଷ୍ପତି ନେବେ ରାଜ୍ୟ ସରକାର

୨.ନିର୍ମାଣାଧିନ ବରମୁଣ୍ଡା ବସ୍ ଟର୍ମିନାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ୧୮ ମାସରେ ଶେଷ ହେବ କାମ, ଖର୍ଚ୍ଚ ହେବ ୧୮୦ କୋଟି

୩.ଆଗାମୀ ଶିକ୍ଷାବର୍ଷରେ ଏବିବିଏସ ପରୀକ୍ଷା ନେଇ ସବୁ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି

୪.ଆସନ୍ତା ୧୨ରେ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲିବା ନେଇ ହେବ ଆଲୋଚନା

୫.ରାୟଗଡା ରତ୍ନପଥର ଚୋରାଚାଲାଣରେ ଆଉ ୨ ଗିରଫ

୬.ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ମୋଦି

୭.ଟିକାକରଣ ପ୍ରସ୍ତୁତି ନେଇ ଗୃହ ସଚିବଙ୍କ ସମୀକ୍ଷା ବୈଠକ

୮.ଦାବି ପୂରଣ ନ ହେଲେ ରେଳରୋକ କରିବାକୁ ଚାଷୀଙ୍କ ଚେତାବନୀ

୯.ପ୍ରଧାନ ବିଚାରପତିଙ୍କ ମାଆ ଠକେଇର ଶିକାର

୧୦.ଫେବୃଆରୀରେ ଇଂଲଣ୍ଡ ଦଳର ଭାରତ ଗସ୍ତ, ମୋଟେରା ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ର ଟେଷ୍ଟ

Comments are closed.