ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ପାସ ହାର ୬୭ ଦଶମିକ ୫୬ ପ୍ରତିଶତ

୨.କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଆଣିଲେ ଘରୋଇ ହିଂସା ଅଭିଯୋଗ, ଆସନ୍ତା ୭ ତାରିଖରେ ଶୁଣାଣି, କୌଣସି ନୋଟିସ୍ ପାଇ ନ ଥିବା କହିଲେ ଅନୁଭବ

୩.ଶିକ୍ଷକ ଦିବସରେ ଦେଶର ୪୭ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର , ଓଡିଶାର ଦୁଇ ଜଣ ସମ୍ମାନିତ

୪.ମୁଖ୍ୟ ଶାସନ ସଚିବଙ୍କ ଭିମସାର ପରିଦର୍ଶନ, କୋଭିଡ ସ୍ଥିତିର ସମୀକ୍ଷା

୫.ନିଲମ୍ବିତ ସଂଜୟ ମିଶ୍ରଙ୍କ ସ୍ଥାନରେ ସୁଧାକର ନାୟକ ବଲାଙ୍ଗିରର ନୂଆ ଉପଜିଲ୍ଲାପାଳ

୬.ଭାରତରେ ପ୍ରଥମ : କୋରୋନା ପାଇଁ ‘ଟେଷ୍ଟିଂ ଅନ୍ ଡିମାଣ୍ଡ’ , ଗାଇଡଲାଇନ୍ସ ଜାରି କଲା ଆଇସିଏମଆର୍

Comments are closed.