ଉତ୍ପାଦନ ଓ ବିତରଣର ଓଡିଶା ମଡେଲକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର – ସପ୍ଲିମେଂଟାରୀ ନ୍ୟୁଟ୍ରିସନ ପ୍ରୋଗ୍ରାମ-ଏସଏନପି ଅଧୀନରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ-ଏସଏଚଜି ଜରିଆରେ ଓଡିଶାର ଉତ୍ପାଦନ ଓ ବିତରଣର ବିକେନ୍ଦ୍ରୀକରଣ ମଡେଲକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ଓଡିଶା ମଡେଲକୁ ପ୍ରଶଂସା କରି ନୀତି ଆୟୋଗ କହିଛି ଯେ, ରାଜ୍ୟ ସରକାରଙ୍କ ମଡେଲ୍ ସ୍ୱଚ୍ଛତା ଓ ଦକ୍ଷତା ଆଣିବାରେ ସହାୟକ ହେବା ସହ ଦଲାଲମାନଙ୍କ ଭୂମିକାକୁ ଶେଷ କରିଛି ।

Comments are closed.