ନ୍ୟୁଜରୁମ୍ : ସକାଳର ଖବର

୧.୫-ଟି ଫୋକସରେ ଜଳସମ୍ପଦ ବିଭାଗ: ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ

୨.କୋଭିଡରୁ ସୁସ୍ଥ ହେଲା ପରେ ତିନି ଥର ପ୍ଲାଜନା ଦାନ କରିଥିବା ଗଂଜାମ ଜିଲ୍ଲାର ଡମ୍ବୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

୩.ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ନେଇ ହାଇକୋର୍ଟଙ୍କ ଅସନ୍ତେ।ଷ, ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

୪.ସିଡିଏସ ଟପ୍ପର ଅଦିତି ପରିଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

୫.ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବିର ଚଢାଉ

୬.ଅର୍ଣ୍ଣବଙ୍କୁ ଜାମିନ ଦେଲେନି ବମ୍ବେ ହାଇକୋର୍ଟ

୭.ଗମ୍ଭୀରଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

୮.ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ ?

୯.ଦିଲ୍ଲୀ-ଏନସିଆର ଏବଂ ପ୍ରଦୂଷଣ ଅଧିକ ଥିବା ରାଜ୍ୟରେ ନଭେମ୍ବର ୩୦ ଯାଏଁ ବାଣ ବିକ୍ରି ଓ ବ୍ୟବହାର ଉପରେ ଏନଜିଟିଙ୍କ ନିଷେଧାଦେଶ

୧୦.ଚିରଞ୍ଜିବୀଙ୍କୁ କରୋନା, କିଛିଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ

Comments are closed.