ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବୁଣାକାରମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ଆଜି ହେଉଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଗଣିତ ବୁଣାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ବିଶ୍ୱରେ ଓଡିଶାର ବୁଣାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ହସ୍ତତନ୍ତ କ୍ଷେତ୍ରରେ ଆଗୁଆ ରହିଛନ୍ତି । ଏ କ୍ଷେତ୍ରରେ ଆଗୁଆ ରଖିଥିବାରୁ ରାଜ୍ୟ ସେମାନଙ୍କ ପାଇଁ ଗର୍ବିତ । ରାଜ୍ୟ ସରକାର ବୁଣାକାରମାନଙ୍କ ସାମଗ୍ରିକ ବିକାଶ ପାଇଁ ଓଡିଶା ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.